କୋରାପୁଟ : ରେଲୱେ ଟ୍ରାକରେ ଧସିଲା ପଥର । ପାସେଞ୍ଜର ଟ୍ରେନ ବାତିଲ । କୋଟବାଲସା-କିରନଡୁଲ ରେଲୱେ ଲାଇନରେ ଧସିଲା ପଥର ଖଣ୍ଡ । ଆନ୍ଧ୍ରପ୍ରଦେଶର ଟ୍ୟାଡା-ଚିପ୍ରୁପାଲି ଧାରଣାରେ ବଡ ବଡ ପଥର ଖଣ୍ଡ । କିରନଡୁଲ –ବିଶାଖାପାଟଣା ପ୍ୟାସେଞ୍ଜର ଟ୍ରେନ ବାତିଲ ହୋଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ରେଳ ଧାରଣା ଉପରେ ପଥର ଖଣ୍ଡ ପଡ଼ିବା ଫଳରେ କିରଣ୍ଡୁଲ- ବିଶାଖାପାଟଣା ପାସେଞ୍ଜର ଟ୍ରେନ୍ ବାତିଲ କରାଯାଇଛି । ରେଳ ବିଭାଗ ପକ୍ଷରୁ ଉଦ୍ଧାର କାର୍ୟ୍ୟ ଜାରି ରହିଛି ।
Views: 75











