The Ultimate Managed Hosting Platform
ADVERTISEMENT

ଧର୍ମଶାଳା ବିକାଶ ପରିଷଦର ସଭାପତି ଶ୍ରୀକାନ୍ତ ସାହୁଙ୍କ ବିଶାଳ ସମାବେଶ

Facebook
Twitter
LinkedIn

ଧର୍ମଶାଳା : ବିକାଶ ପରିଷଦ ନା ରେ ଶ୍ରୀକାନ୍ତଙ୍କ ଖୋଲା ଚାଲେଞ୍ଜ। ଧର୍ମଶାଳା ବିଧାୟକଙ୍କୁ କଲେ ଟାର୍ଗେଟ। ଆଜି ଏପରି ରୋଚକ ରାଜନୀତିର ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀରେ। ବିକାଶ ପରିଷଦର ସଭାପତି ଶ୍ରୀକାନ୍ତ ସାହୁଙ୍କ ନେତୃତ୍ଵରେ ଚାରିହଜାର ରୁ ଅଧିକ ସମର୍ଥକ ଏକ ରାଲିରେ ନରସିଂହ ପୁର ଠାରୁ ବାହାରି ଧର୍ମଶାଳା ବିଡିଓଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ପାଞ୍ଚଦଫା ଦାବି ପତ୍ର ଦେଇଥିଲେ। ତେବେ ଶ୍ରୀକାନ୍ତଙ୍କ ଆଜିର ଶୋଭାଯାତ୍ରାରେ ବିଜେଡି ପତାକା ଲଗାଇ କର୍ମୀମାନେ ଶୋଭାଯାତ୍ରାରେ ବାହାରି ଥିବା ବେଳେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ନବୀନ ପଟ୍ଟନାୟକଙ୍କ ନାମରେ ସ୍ଲୋଗାନ ଦେଉଥିବା ଦେଖିବାକୁ ମିଳିଛି। ପ୍ରଥମ ଥର ପାଇଁ ଧର୍ମଶାଳାରେ ପ୍ରଣବଙ୍କ ବିରୁଦ୍ଧରେ ଏପରି ଶୋଭାଯାତ୍ରା ଦଳୀୟ ଅସନ୍ତୋଷକୁ ପ୍ରତିଫଳିତ କରିଛି ବୋଲି ଅଞ୍ଚଳରେ ଚର୍ଚ୍ଚା ଚାଲିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣା ପରେ ଟ୍ରକ ସହ ଜଳିଗଲେ ୩ ଡ୍ରାଇଭର

ଜଳିଗଲା ୩ ମହଲା ଘର

ଖଲ୍ଲିକୋଟ :ଖଲ୍ଲିକୋଟ ନୂଆସାହିରେ ଜଳିଗଲା ୩ ମହଲା ଘର । ଘରେ ଚାର୍ଜକେ ବସିଥିବା ଇଭି ବ୍ୟାଟେରୀରୁ ପ୍ରଥମେ ଅଗ୍ନିକାଣ୍ଡ । ପରେ ଗ୍ୟାସ ସିଲିଣ୍ଡର ଫାଟିବାରୁ...

ADVERTISEMENT

Login