The Ultimate Managed Hosting Platform
ADVERTISEMENT

ଧରାପଡିଲେ ଦୁଇ ପେଶାଦାର ଚୋର

Facebook
Twitter
LinkedIn

କଟକ : କଟକ ସଦର ପୋଲିସ ହାତରେ ଧରାପଡିଲେ ଦୁଇ ପେଶାଦାର ଦୁଇଚକିଆ ଗାଡ଼ି ଚୋର । ଧରାପଡ଼ିଥିବା ଅଭିଯୁକ୍ତଙ୍କ ପାଖରୁ ସଦର ପୋଲିସ ୫ଟି ଦୁଇଚକିଆ ଯାନ ଜବତ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ବାରଙ୍ଗ ଥାନା ଗୋବିନ୍ଦପୁର ଅଞ୍ଚଳରେ ରହୁଥିବା , ମଙ୍ଗଳାବାଗ ଥାନା କେଶରପୁର ବଡ଼ ମସଜିଦ୍ ଅଞ୍ଚଳର ସେକ୍ ଫୈଜାନ ଆଲିଆସ ସୋନୁ । ଅନ୍ୟଜଣେ ହେଲେ ଚୋରି ଦୁଇ ଚକିଆ ଯାନ କିଣିଥିବା ବାରଙ୍ଗ ଗୋଡିସାହି ଫାଣ୍ଡି ଅଞ୍ଚଳର ବଳରାମ ଓଝା । ଫୈଜାନ ଜେଣେ ପେଶାଦାର ଗାଡ଼ି ଚୋର । ତା ନାମରେ କଟକର ବିଭିନ୍ନ ଥାନାରେ ୬ଟି ମାମଲା ରହିଛି । ଗିରଫ ଦୁଇ ଜଣଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

Login