The Ultimate Managed Hosting Platform
ADVERTISEMENT

ଧବଳେଶ୍ୱର କଲେଜ ଅଧ୍ୟକ୍ଷଙ୍କ ଆତ୍ମାହୁତି ଧମକ !

Facebook
Twitter
LinkedIn

ଆଠଗଡ : ଧବଳେଶ୍ୱର ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ଆତ୍ମାହୁତି ଧମକ । ତଦନ୍ତ ସାମ୍ନା ପାଇଁ ପ୍ରସ୍ତୁତ , ନ୍ୟା ନମିଳିଲେ କଲେଜ ଆଗରେ ଆତ୍ମାହୁତି । ଜଣେ ଅଧ୍ୟାପିକାଙ୍କୁ ନିର୍ଯାତନା ନେଇ ଅଭିଯୋଗ ହୋଇଥିଲା । ସିଏମଙ୍କ ଅଭିଯୋଗ ପ୍ରକୋଷ୍ଠରେ ମଧ୍ୟ ଜାନୁଆରୀ ୨୦ରେ ଅଭିଯୋଗ କରିଥିଲେ । ଏଫଏମ କଲେଜ ଘଟଣା ପରେ ଏହା କାହିଁକି ଉଠାଯାଉଛି ବୋଲି କହିଥିଲେ ଅଧ୍ୟାପିକା । ଘଟଣାକୁ ନେଇ ପୂର୍ବରୁ ତଦନ୍ତ ହୋଇଥିଲେ ବି ନ୍ୟାୟ ଚାହୁଁଛି କହିଲେ ଅଧ୍ୟକ୍ଷ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login