The Ultimate Managed Hosting Platform
ADVERTISEMENT

ଧଉଳି ଗଣଦୁଷ୍କର୍ମ ; ନବୀନଙ୍କ ଉଦବେଗ

Facebook
Twitter
LinkedIn

ଭୁବନେଶ୍ୱର : ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଘଟଣାରେ ନବୀନଙ୍କ ଉଦବେଗ । ଘଟଣା ଅତ୍ୟନ୍ତ ସ୍ପର୍ଶ କାତର ଓ ବିଚଳିତ କରିଦେବା ପରେ ବିଷୟ । ବର୍ବରତା ଓ ଅରାଜକତା ସୀମା ଟପୁଛି , ରାଜ୍ୟ ରାଜଧାନୀ ଅସୁରକ୍ଷିତ ହେଉଛି । ଭୟଶୂନ୍ୟ ହେଉଛନ୍ତି ଅପରାଧି , ବିଶ୍ୱସନୀୟତା ହରାଉଛି ସରକାର । ଅପରାଧ ରୋକିବା ଦିଗରେ ସରକାରଙ୍କ ଅସମର୍ଥତା ଜନତାଙ୍କୁ ଭୟଭୀତ କରୁଛି ।
ଅନ୍ୟପଟେ ନବୀନଙ୍କୁ କାଉଣ୍ଟର କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଦୁଃଖଦ ଘଟଣାକୁ ନେଇ ରାଜନୀତି ଆପଣଙ୍କ ଭଳି ବ୍ୟକ୍ତିତ୍ୱଙ୍କ ଠାରୁ ଆଶା କରାଯାଏନି । ଓଡିଶା ଲୋକେ କେବେ ବି ଆଶା କରି ନ ଥିବେ ସତ ଆଉ କେବେ କହିବେ ? ଘଟଣାରେ ପୋଲିସର ପଦକ୍ଷେପ ଓ ଅଭିଯୁକ୍ତ ଗିରଫ ହେଉଛି ସତ । ଆପଣ ଦେଖେଇବା ରାସ୍ତା ନୁହେଁ , ଏବେ ସରକାରରେ ଆଇନ ତା ବାଟରେ ଯାଉଛି । ଅନୁଭବ ଆଧାରରେ ଚିଠି ଲେଖିଲେ ଖୁସି ହେବୁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login