ନୂଆଦିଲ୍ଲୀ : ଏହି ବର୍ଷର ମୋଷ୍ଟ ପପୁଲାର ଫିଲ୍ମ ‘ଦ ଆର୍ଚ୍ଚିସ୍’ର ଟ୍ରେଲର ଆଜି ରିଲିଜ ହୋଇଛି । ତେବେ ଜୋୟା ଅଖତରଙ୍କ ନିର୍ଦ୍ଦେଶନାରେ ହୋଇଥିବା ଏହି ଫିଲ୍ମରେ ନୂଆ ଚେହେରା ଟ୍ରେଲର ଜରିଆରେ ଦେଖିବା ପାଇଁ ମିଳିଛି । ଏହି ଫିଲ୍ମରେ ବଲିଉଡ ଇଣ୍ଡଷ୍ଟ୍ରୀର ଅନେକ ଷ୍ଟାରଙ୍କ ପିଲାମାନେ ଡେବ୍ୟୁ କରିଛନ୍ତି । ସେମାନଙ୍କ ମଧ୍ୟରେ ଶାହାରୁଖ ଖାନଙ୍କ ଝିଅ ସୁହାନା ଖାନ, ବୋନି କପୁରଙ୍କ ଝିଅ ଖୁସି କପୁର ଏବଂ ଅମିତାବ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦ ମଧ୍ୟ ସାମିଲ ରହିଛନ୍ତି ।
ଫିଲ୍ମ ‘ଦ ଆର୍ଚ୍ଚିସ୍’ର ଅନ୍ୟ ଷ୍ଟାରମାନଙ୍କ ମଧ୍ୟରେ ମିହିର ଅହୁଜା, ଆଦିତ୍ୟ ସେହଗଲ୍, ଯୁବରାଜ ମେଣ୍ଡା ଏବଂ ବେଦଙ୍ଗ ରାଇନାଙ୍କ ନାମ ସାମିଲି ରହିଛି । ଏହି କିଛି ଦିନ ପୂର୍ବରୁ ଫିଲ୍ମର ଫାର୍ଷ୍ଟ ଲୁକ୍, ପୋଷ୍ଟର ଏବଂ ଗୀତ ମଧ୍ୟ ରିଲିଜ୍ ହୋଇଥିଲା । ଏଥିରୁ ଜଣାପଡୁଛି ଯେ ଫିଲ୍ମର ପ୍ଲଟ୍ କିପରି ହୋଇଥିବ । ଏହାସହ ସେହି ସବୁ ଜିନିଷରୁ ଜଣା ପଡୁଛି ଯେ ଫିଲ୍ମଟି ୧୯୫୦ ରୁ ୧୯୬୦କୁ ବେଷ୍ଟ କରି ତିଆରି କରାଯାଇଛି । ଏବେ ଜୋୟା ଅଖତର ଫିଲ୍ମ‘ଦ ଆର୍ଚ୍ଚିସ୍’ର ମୋଷ୍ଟ ପପୁଲାର ଟ୍ରେଲର ରିଲିଜ୍ କରିଛନ୍ତି ।
‘ଦ ଆର୍ଚ୍ଚିସ୍’ର ଟ୍ରେଲର ରିଲିଜ୍

Facebook
Twitter
LinkedIn
Facebook
Twitter
LinkedIn
Recent News
ବନ୍ଧୁକ ମୁନରେ ଲୁଟ ; ଘରେ ପଶି ହାଣିଲେ , ଲୁଟିନେଲେ ସୁନା ଗହଣା
ଉଦଳା : ଘରେ ପଶି ହାଣିଲେ , ବନ୍ଧୁକ ଦେଖାଇ ଲୁଟିନେଲେ ସୁନା ଗହଣା । କପ୍ତିପଦା ଥାନା ଝିଙ୍କପଦା ଗାଁ ଜଣଙ୍କ ଗରୁ ଲୁଟ ଅଭିଯୋଗ...
ଭୁବନେଶ୍ୱରରେ ୪୭, ୧୨୬ ବୁଲା କୁକୁର
ଭୁବନେଶ୍ୱର : ବିଏମସି ଅଞ୍ଚଳରେ ଅଛନ୍ତି ୪୭, ୧୨୬ ବୁଲା କୁକୁର । ୨୩, ୦୪୭ ଅଣ୍ଡିରା , ୧୫,୫୫୨ ମାଇ କୁକୁର ସହ ୧୧୨୪ଟି ଛୁଆ...
ନବୀନଙ୍କ ସହ ଆଉ ଲୋକ ନାହାନ୍ତି –ତାରା
ଭୁବନେଶ୍ୱର : ବିଜେପି ଓ ବିଜେଡି ବଡ ବେପାରୀ ଦଳ , ଆମେ ଲୋକଙ୍କ ଦଳ କହିଲେ ତାରା । କଂଗ୍ରେସ ପ୍ରାର୍ଥୀ ଆଦିବାସୀ , ସେଠି...
ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର
ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...