The Ultimate Managed Hosting Platform
ADVERTISEMENT

ଦ୍ୱନ୍ଦ ହେଲା ତାରିଖ , ୨୦ରେ ଦୀପାବଳି

Facebook
Twitter
LinkedIn

ଭୁବନେଶ୍ୱର : ଦୀପାବଳି ତାରିଖ ଦ୍ୱନ୍ଦ ଦୂର କଲା ମୁକ୍ତି ପଣ୍ଡିତ ମହାସଭା । ୨୦ ତାରିଖରେ ପୟାଶ୍ରାଦ୍ଧ ଓ ଦୀପାବଳି ପାଳନ କରାଯାଉ । ପ୍ରେସମିଟରେ ସ୍ପଷ୍ଟ କଲା ମୁକ୍ତି ପଣ୍ଡିତ ମହାସଭା । ୨୦ ତାରିଖ ଅପରାହ୍ନ ୩ଟା ୨୩ରୁ ପୟାଶ୍ରାଦ୍ଧ, ଦୀପାବଳି ପାଳନ । ୨୧ରେ ପାଳନ କରନ୍ତୁ ନାହିଁ ଏହା ଶାସ୍ତ୍ର ବିରୋଧୀ ହେବ । ତେବେ ୨୦ତାରିଖ ଦିନ ୩ଟା ୨୩ରୁ ଠାରୁ ଆରମ୍ଭ ହେବ ପୟା ଶ୍ରାଦ୍ଧ । କାଳୀ ପୂଜା ଏବଂ ଦୀପାବଳୀ ପାଳନ କରାଯିବ । ୨୧ ତାରିଖରେ ମାତ୍ର ୧୪ ମିନିଟ୍ ପାଇଁ ଅମାବାସ୍ୟା ରହିଛି । ଏଥିପାଇଁ ସରକାରଙ୍କ ନିକଟରେ ୨୦ ତାରିଖ ଛୁଟି କରିବା ଲାଗି ମୁକ୍ତି ମଣ୍ଡପ ପଣ୍ଡିତ ସଭା ନିବେଦନ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୀପାବଳି ଉପହାର ; ମହିଳାଙ୍କୁ ମାଗଣାରେ ମିଳିବ ଗ୍ୟାସ ସିଲିଣ୍ଡର

ଦୀପାବଳି ଉପହାର ; ମହିଳାଙ୍କୁ ମାଗଣାରେ ମିଳିବ ଗ୍ୟାସ ସିଲିଣ୍ଡର

ୟୁପି : ମହିଳା ଓ ଯୁବତୀଙ୍କୁ ମାଗଣାରେ ଗ୍ୟାସ୍ ସିଲିଣ୍ଡର ଯୋଗାଇବେ । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅଧୀନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ଲୋକଭବନରେ ଆୟୋଜିତ...

ମାଓବାଦୀ ନାଁରେ ବାପାକୁ ଧମକପୂର୍ଣ୍ଣ ଚିଠି, ୩୫ ଲକ୍ଷ ଦିଅ ନହେଲେ ପୁରା ପରିବାକୁ ଜୀବନରୁ ମାରିଦେବୁ

ମାଓବାଦୀ ନାଁରେ ବାପାକୁ ଧମକପୂର୍ଣ୍ଣ ଚିଠି, ୩୫ ଲକ୍ଷ ଦିଅ ନହେଲେ ପୁରା ପରିବାକୁ ଜୀବନରୁ ମାରିଦେବୁ

ଭବାନୀପାଟଣା : ମାଓବାଦୀ ନାଁରେ ବାପାକୁ ପୁଅର ଧମକପୂର୍ଣ୍ଣ ଚିଠି । ଟଙ୍କା ଅସୁଲ ପାଇଁ ଠିକାଦାର ବାପାଙ୍କୁ ପୁଅର ଧମକପୂର୍ଣ୍ଣ ଚିଠି । ରୁପ୍ରାରୋଡର ଜଣେ...

ADVERTISEMENT
କଂଗ୍ରେସ ଭବନ ବାହାରେ ହାଇଡ୍ରାମା ; ସାମିଲ ପାଇଁ ଆସି ଅନନ୍ତ ନାରାୟଣ ଓରଫ ନାଣ୍ଡୁ ଧଳ ହଟହଟ୍ଟା

କଂଗ୍ରେସ ଭବନ ବାହାରେ ହାଇଡ୍ରାମା ; ସାମିଲ ପାଇଁ ଆସି ଅନନ୍ତ ନାରାୟଣ ଓରଫ ନାଣ୍ଡୁ ଧଳ ହଟହଟ୍ଟା

ଭୁବନେଶ୍ୱର : ଭୁବନେଶ୍ୱର କଂଗ୍ରେସ ଭବନ ବାହାରେ ହାଇଡ୍ରାମା । ସାମିଲ ପାଇଁ ଆସି ଅନନ୍ତ ନାରାୟଣ ଓରଫ ନାଣ୍ଡୁ ଧଳ ହଟହଟ୍ଟା । ତୁଳସୀ ଗଣନାଟ୍ୟ...

Login