The Ultimate Managed Hosting Platform
ADVERTISEMENT

ଦୋଳ ମେଳଣରେ ଯୁବକଙ୍କୁ ହାଣିଲେ

Facebook
Twitter
LinkedIn

ଭୁବନେଶ୍ୱର : ଦୋଳ ମେଳଣରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ । ବାଲିଅନ୍ତା ଥାନା ବାଳକାଟି ଦୋଳ ମେଳଣରେ ଆକ୍ରମଣ । ଠାକୁରଙ୍କ ପ୍ରୋସେସନ ବେଳେ ମାରଣାସ୍ତ୍ରରେ ଆକ୍ରମଣ । ଠାକୁର୍ ପ୍ରୋସେସନକୁ ନେଇ ଝଗଡ଼ା ଆରମ୍ଭ ହୋଇଥିବା ବେଳେ ବାଳକାଟି ବେହେରାସାହିର କେତେକ ଯୁବକ ଚାରମାଣିଆ ସାହିର ରାଜା ନାମକ ଯୁବକଙ୍କୁ ମାରଣାସ୍ତ୍ରରେ ହାଣି ପକାଇଥିଲେ । ଗୁରୁତର ଅବସ୍ଥାରେ ରାଜାକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଚଢ଼ାଉ ଜାରି ରଖିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login