The Ultimate Managed Hosting Platform
ADVERTISEMENT

ଦେଶରେ ୪ର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନ, ୧୦ଟି ରାଜ୍ୟରେ ଚାଲିଛି ଭୋଟ

Facebook
Twitter
LinkedIn

ନୂଆଦିଲ୍ଲୀ: ସୋମବାର ଦେଶରେ ୨୦୨୪ ଲୋକସଭା ନିର୍ବାଚନର ଚତୁର୍ଥ ପର୍ୟ୍ୟାୟ ପାଇଁ ଭୋଟ୍ ଦେଉଛି। ୧୦ ଟି ରାଜ୍ୟରେ ୯୬ ଟି ଆସନରେ ମତଦାନ ଚାଲିଛି। ଆଜି ମଧ୍ୟପ୍ରଦେଶ ସମେତ ଅନେକ ସହରରେ ପ୍ରବଳ ବର୍ଷା ହେଉଛି। ୧,୭୨୭ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି। ଲୋକସଭା ନିର୍ବାଚନ ୨୦୨୪ର ତିନୋଟି ପର୍ୟ୍ୟାୟ ପାଇଁ ୧୯ ଏପ୍ରିଲ, ୨୬ ଏପ୍ରିଲ ଏବଂ ୭ ମେ’ରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ୧୯ ଏପ୍ରିଲରେ ମତଦାନ ହାର ୬୬.୧ ପ୍ରତିଶତ, ଏପ୍ରିଲ୨୬ ରେ ୬୬.୭ ପ୍ରତିଶତ ଏବଂ ମେ’ ୭ ରେ ୬୧ ପ୍ରତିଶତ ଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login