ନୂଆଦିଲ୍ଲୀ : ପୁଣି ଚିନ୍ତା ବଢାଇଲାଣି କରୋନା ସଂକ୍ରମଣ । ଦେଶରେ ଦୈନିକ ସଂକ୍ରମଣ ୨ ହଜାର ପାର କରିଛି । ଗତ ୨୪ ଘଣ୍ଟାରେ ୨ ହଜାର ୧୫୧ ନୂଆ ସଂକ୍ରମିତ ଚିହ୍ନଟ । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହଜାର ୯୦୩ । ୨୪ ଘଣ୍ଟାରେ ସୁସ୍ଥ ହେଲେ ୧ ହଜାର ୨୨୨ ଜଣ । କୋଭିଡ ସଂକ୍ରମଣ ବଢୁଥିବାରୁ ସତର୍କତା ରହିବା ପାଇଁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । ଟେଷ୍ଟିଂ , ଟ୍ରାକିଂ ଓ ଟ୍ରିଟମେଣ୍ଟ ଉପରେ ଗୁରୁତ୍ୱ ଦେବା ପାଇଁ ଡାକ୍ର କହିଛନ୍ତି ।
ଗତ ଏକ ସପ୍ତାହ ମଧ୍ୟରେ ଦିଲ୍ଲୀ ସମେତ ଅନ୍ୟ କେତେକ ରାଜ୍ୟରେ କୋଭିଡ -୧୯ ମାମଲାରେ ବୃଦ୍ଧି ଘଟୁଛି।ଆଇଏନଏସଏସିଓଜି ଅନୁଯାୟୀ, ସର୍ବଶେଷ ନମୁନାଗୁଡ଼ିକର ଜିନୋମ କ୍ରମରେ ଏକ୍ସବିବି.୧.୧୬ ର ଉପସ୍ଥିତି ଦେଖାଯାଇଛି, ଓମିକ୍ରନ୍ ପ୍ରକାରର ଅନ୍ୟ ଏକ ସବ୍ଲିନେଜ୍ । ବିଶେଷଜ୍ଞଙ୍କ ଅନୁଯାୟୀ, ଅନ୍ୟ ସମସ୍ତ ଓମିକ୍ରନ୍ ପ୍ରକାର ପରି, ଏକ୍ସବିବି୧.୧୬ ମଧ୍ୟ ପୂର୍ବ ସଂକ୍ରମଣ, ଅର୍ଥାତ୍ ଆଲଫା, ଡେଲଟା ଏବଂ ଓମିକ୍ରନ୍ ଠାରୁ ପ୍ରାପ୍ତ କ୍ରୋନିକ୍ ଇମ୍ୟୁନିଟିରୁ ଦୂରେଇ ରହିବା ଏବଂ ମାନବ ଶରୀର ଉପରେ ଆକ୍ରମଣ କରିବାର କ୍ଷମତା ରଖିଛି ।
ଦେଶରେ ୨ ହଜାର ପାର କଲା ଦୈନିକ ସଂକ୍ରମଣ
Facebook
Twitter
LinkedIn
Facebook
Twitter
LinkedIn
Recent News
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...
Intrigue_certaine_et_défis_majeurs_avec_casino_spinania_pour_parieurs_audacieux
Intrigue certaine et défis majeurs avec casino spinania pour parieurs audacieuxL’Évolution des Jeux de Casino en LigneL'Impact des Nouvelles Technologies...







