The Ultimate Managed Hosting Platform
ADVERTISEMENT

ଦେଶରେ ଉପରମୁହାଁ କରୋନା ଗ୍ରାଫ , ୨୪ ଘଣ୍ଟାରେ ୧୨ ହଜାର ପାର କରିଛ ସଂକ୍ରମଣ

Facebook
Twitter
LinkedIn

ନୂଆଦିଲ୍ଲୀ : ଦେଶରେ ମାଡୁଛି କରୋନା । ଦୈନିକ ସଂକ୍ରମଣ ପୁଣି ଥରେ ଉପରମୁହାଁ ହୋଇଛି । ମୃତ୍ୟୁସଂଖ୍ୟାରେ ବି ଲାଗୁନି ବ୍ରେକ୍ । ପୁଣି ଥରେ ୧୨ ହଜାର ପାର କରିଛି ଦୈନିକ ସଂକ୍ରମଣ ।ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୨ହଜାର ୧୯୩ ପଜିଟିଭି । ଆଉ ୪୨ ଜୀବନ ନେଇଛି ପ୍ରାଣଘାତୀ କରୋନା । କେବଳ କେରଳରୁ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ଆକ୍ଟିଭ କେସ ୬୭ହଜାର ୫୫୬କୁ ବୃଦ୍ଧି ପାଇଛି । ଗତକାଲି ୧୧ହଜାର ୬୯୨ ପଜିଟିଭି ଚିହ୍ନଟ ହୋଇଥିଲେ । ୨୮ଜଣଙ୍କ ମୃତ୍ୟୁ ହୋଇଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login