ସମ୍ବଲପୁର : ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ୩୦ ବର୍ଷ ଜେଲ । ଦୋଷୀ ଅନିଲ ସାମଦକପ ୩୦ ବର୍ଷ ସଜା ଶୁଣାଇଲେ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ । ୩୦ ବର୍ଷ ସଜା ସହ ୫୦ ହଜାର ଜରିମାନା ନଚେତ ଅନାଦେୟ ଆଉ ବର୍ଷେ ଜେଲ । ୨୦୨୪ରେ ମହୁଲପାଲି ଥାନା ଅଞ୍ଚଳ ଦୁଷ୍କର୍ମ ମାମଲାରେ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ପୀଡିତାକୁ ୧୩ ଲକ୍ଷ ୫୦ ହଜାର କ୍ଷତିପୂରଣ ଦେବାକୁ ଡିଏଲଏସଏକୁ ନିଦେ୍ର୍ଦଶ । ବିବାହ ଉତ୍ସବରେ ନାଚୁଥିବା ୬ ବର୍ଷର ପିଲାକୁ ୁଠାଇ ନେଇ ଦୁଷ୍କର୍ମ କରିଥିଲା ।
Views: 104











