The Ultimate Managed Hosting Platform
ADVERTISEMENT

ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଜେଲ

Facebook
Twitter
LinkedIn

କେନ୍ଦୁଝର : ନାବାଳିକା ଦୁର୍ଷ୍କମକାରୀକୁ ୨୦ ବର୍ଷ ଜେଲ ଦଣ୍ଡ । ଦଣ୍ଡାଦେଶ ଶୁଣାଇଲେ ଫାଷ୍ଟ ଟ୍ରାକ କୋର୍ଟ । ୨୦୨୨ ତେଲକୋଇ ଅଞ୍ଚଳ ମାମଲାର ଆସିଲା ରାୟ । ଦୋଷୀ ରମା ନାଏକଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ । ୧୦ ହଜାର ଟଙ୍କା ଜୋରିମାନା ନିଦେ୍ର୍ଦଶ । ଜୋରିମାନା ଅନାଦେୟ ହେଲେ ଆଉ ୬ ମାସ ଜେଲ ଦଣ୍ଡ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login