The Ultimate Managed Hosting Platform
ADVERTISEMENT

ଦୁର୍ଘଟଣା ; ଭଉଣୀ ମୃତ, ଭାଇ ଆହତ

Facebook
Twitter
LinkedIn

ଯୋଡା : ଯୋଡା ଫ୍ଲାଏ ଓଭର ଉପରେ ଟ୍ରକ ସହ ସ୍କର୍ପିଓ ଧକ୍କା । ଘଟଣା ସ୍ଥଳରେ ମହିଳାଙ୍କ ଜୀବନ ଯାଇଥିବା ବେଳେ ତାଙ୍କ ଭାଇ ଆହତ ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବନେ୍ଦ ଭାରତ ଟ୍ରେନ ଧରିବାକୁ ବାଂଶପାଣି ଷ୍ଟେସନକୁ ଯାଉଥିଲେ । ମୃତକ ହେଲେ ବଡ଼ବିଲ ଅଞ୍ଚଳର ସୋନାଲି ଓଝା । ଦୁର୍ଘଟଣା ପରେ ଟ୍ରକଟି ଫେରାର ହୋଇଯାଇଛି। ମୃତଦେହକୁ ଜବତ କରି ତଦନ୍ତ କରୁଛି ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login