The Ultimate Managed Hosting Platform
ADVERTISEMENT

ଦୁର୍ଘଟଣାରେ ୨ ମୃତ

Facebook
Twitter
LinkedIn

ସତ୍ୟବାଦୀ: ଦୁର୍ଘଟଣାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ । ସତ୍ୟବାଦୀ ଥାନା ଭଣ୍ଡାରିଦଣ୍ଡା ଗାଁ ରାସ୍ତାରେ ଦୁର୍ଘଟଣା । ରାସ୍ତା ଉପରେ ଜଣଙ୍କର ଓ ରାସ୍ତା କଡରେ ଆଉ ଜଣଙ୍କର ପଡିଛି ମୃତଦେହ । ତେବେ ଦୁର୍ଘଟଣା କିପରି ଘଟିଛି ତାହା ଜଣା ପଡିନ ଥିବା ବେଳେ ୨ ମୃତକଙ୍କ ପରିଚୟ ମଧ୍ୟ ମିଳି ପାରି ନାହିଁ । ଦୁର୍ଘଟଣାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହେବା କଥା କୁହାଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login