The Ultimate Managed Hosting Platform
ADVERTISEMENT

ଦୁବାଇରୁ ଆସିଲା ବିମାନ

Facebook
Twitter
LinkedIn

ଭୁବନେଶ୍ୱର : ଦୁବାଇରୁ ଆସି ଭୁବନେଶ୍ୱରରେ ପହଁଚିଲା ଇଣ୍ଡିଗୋ ବିମାନ । ୧୭୪ ଜଣ ଯାତ୍ରୀଙ୍କୁ ଧରି ଭୁବନେଶ୍ୱରରେ ପହଁଚିଲା ବିମାନ । କିଛି ସମୟ ପରେ ଭୁବନେଶ୍ୱରରୁ ଦୁବାଇକୁ ଉଡାଣ ।
ଭୁବନେଶ୍ୱରରୁ ଦୁବାଇକୁ ସିଧା ବିମାନ ଯାତ୍ରାର ଯେଉଁ ପ୍ରତିକ୍ଷା ରହିଥିବା ତାହା ଆଜି ପୂରଣ ହୋଇଛି। ବିମାନ ଚଳାଚଳ ଇତିହାସରେ ଓଡ଼ିଶା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ିଛି। ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆଜି ସନ୍ଧ୍ୟା ୫.୨୦ରେ ଦୁବାଇରୁ ଆସୁଥିବା ପ୍ରଥମ ବିମାନ ପହଞ୍ଚିଛି। ଏହାପରେ ପରେ ପୁଣି ସନ୍ଧ୍ୟା ୬ଟା ୩୦ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଦୁବାଇ ଅଭିମୁଖେ ବିମାନ ଯାତ୍ରା ଆରମ୍ଭ କରିବ ଓ ରାତି ୯ଟା ୪୫ରେ ଦୁବାଇରେ ପହଞ୍ଚିବ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login