The Ultimate Managed Hosting Platform
ADVERTISEMENT

ଦୁଇଟି ଆସନରୁ ଲଢିବେ ରାହୁଲ , ରାଏବରେଲୀରୁ ଲଢିବେ ପ୍ରିୟଙ୍କା

Facebook
Twitter
LinkedIn

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ନେଇ ଇଣ୍ଡିଆ ମେଣ୍ଟର ଆସନ ବୁଝାମଣା ହୋଇନଥିବା ବେଳେ କିଛି ଚିରାଚରିତ ଆସନ ନେଇ ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ଏବେର ସାଂସଦ ରାହୁଲ ଗାନ୍ଧୀ ଉତ୍ତର ପ୍ରଦେଶର ଆମେଠୀ ଓ କେରଳର ୱାଇନାଡୁ ଆସନରୁ ନିର୍ବାଚନ ଲଢିବେ । ଏନେଇ କଂଗ୍ରେସ ତରଫରୁ କୌଣସି ସୂଚନା ଦିଆଯାଇନଥିଲେ ବି ସୂତ୍ର ସୂଚନା ଆଧାରରେ ଏଭଳି ଖବର ଆସିଛି । ସେହିଭଳି କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏଥର ରାଏବରେଲୀ ଆସନରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି ।ଲୋକସଭା ନିର୍ବାଚନ ନେଇ ଇଣ୍ଡିଆ ମେଣ୍ଟର ଆସନ ବୁଝାମଣା ହୋଇନଥିବା ବେଳେ କିଛି ଚିରାଚରିତ ଆସନ ନେଇ ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login