ଆଳି : ଦୀପ ଜାଳୁଥିବା ବେଳେ ନିଆଁ ଲାଗି ମହିଳା ଗୁରୁତର । ଲକ୍ଷ୍ମୀ ବରାହ ପୀଠରେ ଦୀପ ଜାଳୁଥିବା ବେଳେ ଅଘଟଣ । ଦୀପ ନିଆଁରୁ ମହିଳାଙ୍କ ଶାଢୀରେ ହଠାତ ନିଆଁ ଲାଗିଲା । ମହିଳା ଜଣକ ୫୦ ପ୍ରତିଶତ ପୋଡିଯାଇ ଗୁରୁତର । ଗୁରୁତର ଅବସ୍ଥାରେ କେନ୍ଦ୍ରାପଡା ମେଡିକାଲ ସ୍ଥାନାନ୍ତର । ଗୁରୁତର ମହିଳା ହେଉଛନ୍ତି ରାଜକନିକା ଦେଓଗାଁର ସୁପ୍ରିୟା ନାୟକ । ଆଜି ସୁଦଶ୍ରାବତ ଓଷା ପାଇଁ ପ୍ରଭୁ ଲକ୍ଷ୍ମୀବରହଙ୍କୁ ଦର୍ଶନ ପାଇଁ ଆସିଥିଲେ ।
Views: 55











