The Ultimate Managed Hosting Platform
ADVERTISEMENT

ଦୀପାବଳୀ ପୂର୍ବରୁ ଦିଲ୍ଲୀରେ ବିଷ ବଳୟ

Facebook
Twitter
LinkedIn

ନୂଆଦିଲ୍ଲୀ: ଦିପାବଳୀ ପୂର୍ବରୁ ବିଷାକ୍ତ ହେବାରେ ଲାଗିଛି ଦିଲ୍ଲୀର ପବନ। ରାଷ୍ଟ୍ରୀୟ ରାଜଧାନୀରେ ବାୟୁର ଗୁଣାବତ୍ତାର ସୂଚକାଙ୍କ ୩୧୩ ସହିତ ଖରାପ ଶ୍ରେଣୀକୁ ଖସିଯାଇଛି । ଦିଲ୍ଲୀରେ ବାୟୁପ୍ରଦୂଷଣ ରୋକିବା ନିମନ୍ତେ ବିଏମସି ପକ୍ଷରୁ ନିମନ୍ତେ ଗାଇ଼ଡଲାଇନ ଜାରି କରାଯାଇଛି । ଏନେଇ ସୋମବାର ଅଧିକାରୀଙ୍କ ସହିତ ବୈଠକ କରିବେ ପର୍ୟ୍ୟାବରଣ ମନ୍ତ୍ରୀ ଗୋପାଳ ରାୟ।
ଦିଲ୍ଲୀରେ ପ୍ରତିକୂଳ ମୋସୁମୀ କାରଣରୁ ରବିବାର ଦିନ ବାୟୁର ଗୁଣବତ୍ତା ବହୁତ ଖରାପ ହେବାରେ ଲାଗିଛି । ରାଜଧାନୀ ରେ ୧୭ ମେ ପରଠୁ ପ୍ରଥମ ଥର ବାୟୁର ଗୁଣବତ୍ତା ବହୁତ ମାତ୍ରାରେ ଖରାପ ହେବାରେ ଲାଗିଛି । ସେପଟେ ଚଳିତ ବର୍ଷ ଦିଲ୍ଲୀରେ ଦୀପାବଳି ସମୟରେ ବାଣ ନିଷିଦ୍ଧ କରାଯାଇଛି । ବାଣ ଫୁଟାଇବା ଉପରେ ରୋକ ଲଗାଇଛନ୍ତି ଦିଲ୍ଲୀ ସରକାର। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମୁତାବକ ଫରିଦାବାଦରେ ଏକ୍ୟୁଆଇ ୩୨୨, ଗାଜିୟାବାଦରେ ୨୪୬, ନଏଡାରେ ୩୫୪ ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଭୁବନେଶ୍ୱର : ବିଶ୍ୱ ଏଡସ ଦିବସରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ସଚେତନତା ରାଲି ।ପତାକା ଦେଖାଇ ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟରେ...

Login