The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଦିଶା ପଟାନୀଙ୍କ ଘରକୁ ପୁଣି ଗୁଳିମାଡ

Facebook
Twitter
LinkedIn

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଦିଶା ପଟାନୀଙ୍କ ଘରକୁ ପୁଣି ଗୁଳିମାଡ । ଉତ୍ତରପ୍ରଦେଶ ବରେଲୀ ସ୍ଥିତ ଘର ଉପରକୁ ଗୁଳିମାଡ । ୨୫ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଗୁଳିମାଡ ସୂଚନା । ଗୁଳି ମାଡ କରିଥିବା ସୁଟରର ସ୍କେଚ ସାମ୍ନାକୁ ଆସିଛି । ସୁଟରକୁ ଧରିବା ପାଇଁ ନୋଏଡା ଓ ମିରଟରେ ଏସଟିଏଫର ରେଡ ।
ଉତ୍ତର ପ୍ରଦେଶ ବରେଲି ସହରରେ ଥିବା ବଲିଉଡ ଅଭିନେତ୍ରୀ ଦିଶା ପଟାନିଙ୍କ ଘର ଉପରକୁ ଦୁର୍ବୃତ୍ତ ଗୁଳିମାଡ଼ କରିଛନ୍ତି । ଏହି ଘଟଣାକୁ ନେଇ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର ନିଜକୁ ଦାୟୀ କରିଛି । ଏହି ମାମଲାରେ ଅଭିନେତ୍ରୀ ଦିଶା ପଟାନିଙ୍କ ବାପାଙ୍କ ପ୍ରତ୍ରିକ୍ରିୟା ସାମ୍ନାକୁ ଆସିଛି । ସେ ପ୍ରେମାନନ୍ଦ ମହାରାଜଙ୍କ ସହିତ ବିବାଦ ମାମଲାରେ ନିଜ ଝିଅର ସପୋର୍ଟ ନେଇଛନ୍ତି । ଦିଶାଙ୍କ ଘର ଉପରେ ଫାୟାରିଂ ବୀରେନ୍ଦ୍ର ଚରଣ ଗ୍ୟାଙ୍ଗ କରିଛି । ଗୁଳିକାଣ୍ଡକୁ ନେଇ ନିଜକୁ ଦାୟୀ କରିଛି ଏହି ଗ୍ୟାଙ୍ଗ । ସେ କହିଛନ୍ତି ସେ ଆମ ପୂଜ୍ୟ ସନ୍ଥ ପ୍ରେମାନନ୍ଦ ଜୀ ମହାରାଜ ଏବଂ ଅନିରୁଦ୍ଧଚାର୍ୟ୍ୟ ଜୀ ମହାରାଜଙ୍କୁ ଅପମାନ କରିଛନ୍ତି । ଆମ ସନାତନ ଧର୍ମକୁ ନିଚ୍ଚା ଦେଖାଇବାକୁ ଚେଷ୍ଟା କରୁଛି । ଆମ ଦେବାଦେବୀଙ୍କୁ ଅପମାନ ଆଦୌ ଗ୍ରହଣ କରାଯିବନାହିଁ । ହିନ୍ଦୁ ଦେବଦେବୀ କିମ୍ବା ସନାତନ ଧର୍ମକୁ ଅପମାନିତ କରୁଥିବା ବ୍ୟକ୍ତିଙ୍କୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ ବୋଲି ଏହି ଗ୍ୟାଙ୍ଗ ଧମକ ଦେଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ୟୁପି : ଉତ୍ତରପ୍ରଦେଶର ଫର୍ରୁଖାବାଦ୍ ଜିଲ୍ଲାରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । କୋତୱାଲି ମହମ୍ମଦାବାଦ ଏୟାରଷ୍ଟ୍ରିପରେ ଉଡ଼ାଣ ଭରିବା ସମୟରେ ଏକ ଘରୋଇ ଜେଟ୍ ନିୟନ୍ତ୍ରଣ...

ADVERTISEMENT
ଐତିହାସିକ କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା

ଉପର ପଡିଆରେ ହେବ ବାଲିଯାତ୍ରା , ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ

କଟକ : ଉପର ପଡିଆରେ ହେବ ଐତିହାସିକ ବାଲିଯାତ୍ରା । ଏ ନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ । ଲୋକଙ୍କ ଭାବାବେଗ ଓ ପରମ୍ପରାକୁ...

Login