The Ultimate Managed Hosting Platform
ADVERTISEMENT

ଦିଲ୍ଲୀ ସ୍କୁଲକୁ ପୁଣି ମିଳିଲା ବୋମା ଧମକ !

Facebook
Twitter
LinkedIn

ନୂଆଦିଲ୍ଲୀ : ଦିଲ୍ଲୀରେ ସ୍କୁଲଗୁଡିକୁ ଲଗାତାର ଭାବେ ମିଳୁଛି ବୋମା ଧମକ । ଏବେ ପୁଣି ଥରେ ରାଜଧାନୀର କେତେକ ସ୍କୁଲକୁ ବୋମା ଧମକ ମିଳିଥିବା ସୂଚନା ରହିଛି । ଦ୍ୱାରକା ଅଞ୍ଚଳର ଏକ ଘରୋଇ ଶୁକ୍ରବାର ସକାଳେ ଧମକ ମିଳିବା ପରେ ଭୟର ବାତାବରଣ ଖେଳିଯାଇଛି । ଏହି ଘଟଣା ପରେ ଜରୁରୀ ରେସପନ୍ସ ଟିମକୁ ତୁରନ୍ତ ଘଟଣାସ୍ଥଳକୁ ପଠାଯାଇଥିଲା । ଏହା ପରେ ଡଗ୍ ସ୍କ୍ୱାର୍ଡ ଏବଂ ବୋମା ନିଷ୍କ୍ରୟକାରୀ ଟିମ୍ ଘଟଣାସ୍ଥଳରେ ପହଁଚି ସ୍କୁଲର ପ୍ରତ୍ୟେକ ସ୍ଥାନକୁ ଯାଞ୍ଚ କରିଥିଲେ । ଏହି ଧମକ ପରେ ବିଦ୍ୟାଳୟର କ୍ଲାସ ଗୁଡିକୁ ଅନଲାଇନ ମୋଡକୁ ଟ୍ରାନ୍ସଫ୍ର କରି ଦିଆଯାଇଛି । ଦିଲ୍ଲୀ ପୋଲିସ ଏ ସମ୍ପର୍କରେ ସୂଚନା ଦେଇ କହିଛି ଯେ ସୁରକ୍ଷା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ନିଆଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login