The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଦିଲ୍ଲୀ ମେଟ୍ରୋରେ ଅଶ୍ଳୀଳ କାମ କରୁଥିବା ଯୁବକଙ୍କୁ ମୋଷ୍ଟ ଓ୍ଵାଣ୍ଟେଡ ଘୋଷଣା କଲା ପୋଲିସ

Facebook
Twitter
LinkedIn

ନୂଆଦିଲ୍ଲୀ : ଦିଲ୍ଲୀ ମେଟ୍ରୋରେ ଅଶ୍ଳୀଳ କାମ କରୁଥିବା ଯୁବକ ମୋଷ୍ଟ ଓ୍ଵାଣ୍ଟେଡ ଘୋଷିତ । ଦିଲ୍ଲୀ ପୋଲିସ ଏହି ଯୁବକଙ୍କ ଫଟୋ ଜାରି କରି ପରିଚୟ ଖୋଜୁଛି । ଗତ କିଛିଦିନ ତଳେ ଦିଲ୍ଲୀ ମେଟ୍ରୋ ଟ୍ରେନରେ ହସ୍ତମୈଥୁନ କରୁଥିବା ଏହି ଯୁବକଙ୍କ ଭିଡିଓ ଭାଇରଲ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା । ଦିଲ୍ଲୀ ମେଟ୍ରୋ ପୋଲିସ ଟ୍ଵିଟ୍ କରି କହିଛି, ଏହି ଯୁବକ ଜଣକ ଦିଲ୍ଲୀ ମେଟ୍ରୋରେ ଅଶ୍ଳୀଳ ହରକତ କରୁଥିଲେ । ଏବେ ଏଫଆଇଆର ନଂ ୦୨/୨୩ ଥାନା ଆଇଜିଆଇଏ ମେଟ୍ରୋରେ ଓ୍ଵାଣ୍ଟେଡ ରହିଛନ୍ତି । ଯଦି କିଏ ଏହି ବ୍ୟକ୍ତିଙ୍କ ବିଷୟରେ କିଛି ସୂଚନା ପାଆନ୍ତି, ତୁରନ୍ତ ଆଇଜିଆଇଏ ମେଟ୍ରୋ ୮୭୫୦୮୭୧୩୨୬ କିମ୍ବା ୧୫୧୧ କିମ୍ବା ୧୧୨କୁ ଫୋନ କରି ଜଣାଇବାକୁ ଅନୁରୋଧ । ସୂଚନା ଦେବା ବ୍ୟକ୍ତିଙ୍କ ପରିଚୟ ଗୋପନ ରଖାଯିବ । ସୂଚନାଯୋଗ୍ୟ, ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରଲ ହୋଇଥିଲା । ଯେଉଁଥିରେ ଜଣେ ଯୁବକ ଦିଲ୍ଲୀ ମେଟ୍ରୋରେ ଯାତ୍ରା କରୁଥିବା ସମୟରେ ହସ୍ତମୈଥୁନ କରୁଥିଲେ । ଯାହାର ଭିଡିଓ ଭାଇରଲ ହୋଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ୟୁପି : ଉତ୍ତରପ୍ରଦେଶର ଫର୍ରୁଖାବାଦ୍ ଜିଲ୍ଲାରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । କୋତୱାଲି ମହମ୍ମଦାବାଦ ଏୟାରଷ୍ଟ୍ରିପରେ ଉଡ଼ାଣ ଭରିବା ସମୟରେ ଏକ ଘରୋଇ ଜେଟ୍ ନିୟନ୍ତ୍ରଣ...

ADVERTISEMENT
ଐତିହାସିକ କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା

ଉପର ପଡିଆରେ ହେବ ବାଲିଯାତ୍ରା , ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ

କଟକ : ଉପର ପଡିଆରେ ହେବ ଐତିହାସିକ ବାଲିଯାତ୍ରା । ଏ ନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ । ଲୋକଙ୍କ ଭାବାବେଗ ଓ ପରମ୍ପରାକୁ...

Login