The Ultimate Managed Hosting Platform
ADVERTISEMENT

ଦିଲ୍ଲୀ ନିର୍ବାଚନ : ମ୍ୟାଜିକ ନମ୍ବର ପାର କଲାଣି ବିଜେପି

Facebook
Twitter
LinkedIn

ନୂଆଦିଲ୍ଲୀ : ମ୍ୟାଜିକ ନମ୍ବର ପାର କରିସାରିଲାଣି ବିଜେପି । ଅଧିକାଂଶ ଆସନରେ ଆଗୁଆ ରହିଛି ବିଜେପି । ବର୍ତ୍ତମାନ ସୁଦ୍ଧା ୪୫ ଆସନରେ ଆଗୁଆ ଥିବାବେଳେ ଆପ୍ ୨୫ ଆସନରେ ଆଗୁଆ ରହିଛି । କଂଗ୍ରେସ ଗୋଟିଏ ବି ଆସନରେ ଆଗୁଆ ହୋଇନାହିଁ । ଦଳର ବହୁ ହେଭିୱେଟ ନେତାଙ୍କୁ ପଛରେ ପକାଇଥିବା ସୂଚନା ମିଳିଛି ।ଜଙ୍ଗପୁରା ଆସନରେ ଆପ ହେଭିୱେଟ ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଆଗୁଆ ଅଛନ୍ତି । କାଲକାଜୀରୁ ବିଜେପି ପ୍ରାର୍ଥୀ ରମେଶ ବିଧୁରୀ ଆଗୁଆ ଅଛନ୍ତି । ନୂଆଦିଲ୍ଲୀ ଆସନରୁ କଂଗ୍ରେସ ପ୍ରାର୍ଥୀ ସନ୍ଦୀପ ଦୀକ୍ଷିତ ପଛୁଆ ଅଛନ୍ତି। ଶକୁର ବସ୍ତିରେ ଆପ୍ ପ୍ରାର୍ଥୀ ସତ୍ୟନ୍ଦ୍ର ଜୈନ ପଛୁଆ ଅଛନ୍ତି । ବାବରପୁର ଆସନରେ ଆପର ଗୋପାଳ ରାଏ ଆଗୁଆ ଅଛନ୍ତି। ଗ୍ରେଟର କୈଳାସରୁ ଆପ୍ ପ୍ରାର୍ଥୀ ସୌରଭ ଭରଦ୍ବାଜ ପଛୁଆ ଅଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login