The Ultimate Managed Hosting Platform
ADVERTISEMENT

ଦିଲ୍ଲୀ ଗଲେ ସିଦ୍ଧରମୈୟା

Facebook
Twitter
LinkedIn

ନୂଆଦିଲ୍ଲୀ : ଦିଲ୍ଲୀ ଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । ଦିଲ୍ଲୀ ଗସ୍ତ ପୂର୍ବରୁ ସିଦ୍ଧରମୈୟାଙ୍କ ପ୍ରତିକ୍ରିୟା । ମୁଁ ମୁଖ୍ୟମନ୍ତ୍ରୀ ହେବାକୁ ବହୁତ ବିଧାୟକ ଚାହୁଁଛନ୍ତି । ଅଧିକ ବିଧାୟକ ମୋ ସମର୍ଥନରେ ଭୋଟ ଦେଇଛନ୍ତି । ଶିବ କୁମାରଙ୍କ ସହ ମୋ ସମ୍ପର୍କ ବହୁତ ଭଲ । ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରାଯିବ ।
ସୂଚନାନୁସାରେ, ଦଳ ସିଦ୍ଧରମୈୟାଙ୍କୁ ମୁଖ୍ୟମନ୍ତ୍ରୀ କରି ଉପମୁଖ୍ୟମନ୍ତ୍ରୀ ପଦକୁ ଡି.କେ ଶିବକୁମାରଙ୍କୁ ଦେଇପାରେ। ଏହା ସହିତ ଶିବକୁମାରଙ୍କୁ ମଧ୍ୟ ଦଳର ସଭାପତି ପଦରେ ରଖାଯାଇପାରିବ । ତେଣୁ ସିଦ୍ଧରମୈୟା ଦିଲ୍ଲୀରେ ହାଇକମାଣ୍ଡଙ୍କୁ ଭେଟିବାକୁ ଯାଉଛନ୍ତି। ସେ ଏକ ସ୍ୱତନ୍ତ୍ର ବିମାନରେ କର୍ଣ୍ଣାଟକରୁ ଦିଲ୍ଲୀ ଆସୁଛନ୍ତି। କୁହାଯାଉଛି ଯେ ବିଧାନସଭା ପାର୍ଟି ବୈଠକରେ ତାଙ୍କ ନାମରେ ଏକ ସହମତି ପ୍ରକାଶ ପାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login