ଭୁବନେଶ୍ୱର : ଆଜି ଦିଲ୍ଲୀରେ ବସୁଛି ବିଜେପିର ନିର୍ବାଚନ କମିଟି ବୈଠକ । ଦିଲ୍ଲୀ ଗଲେ ରାଜ୍ୟ ସଭାପତି ମନମୋହନ ସାମଲ । ସଂଗଠନ ସମ୍ପାଦକ ମାନସ ମହାନ୍ତି ମଧ୍ୟ ଦିଲ୍ଲୀ ଗଲେ । ଆଜି ଆସିପାରେ ଓଡିଶାର ପ୍ରାର୍ଥୀ ତାଲିକା । ଆଜି ଓଡ଼ିଶାର କିଛି ଲୋକସଭା ପ୍ରାର୍ଥୀଙ୍କ ନାଁ ଆଜି ଚୁଡ଼ାନ୍ତ ହୋଇପାରେ। ଓଡ଼ିଶା ସମତେ ୯ରୁ ଅଧିକ ରାଜ୍ୟର ପ୍ରାର୍ଥୀଙ୍କ ଉପରେ ଆଲୋଚନା ହେବା ସମ୍ଭାବନା ରହିଛି। ପଞ୍ଜାବ, ମହାରାଷ୍ଟ୍ର, ହରିଆନା ପ୍ରାର୍ଥୀଙ୍କ ନାଁ ଆସିପାରେ।
Views: 67