The Ultimate Managed Hosting Platform
ADVERTISEMENT

ଦିଲ୍ଲୀରେ ଭୂମିକମ୍ପ ଅନୁଭୂତ

Facebook
Twitter
LinkedIn

ନୂଆଦିଲ୍ଲୀ : ଦିଲ୍ଲୀରେ ଭୂମିକମ୍ପ । ଦିଲ୍ଲୀ ସମେତ ଉତ୍ତର ଭାରତରେ ଭୂମିକମ୍ପ ଝଟକା । ୫.୭ ତୀବ୍ରତାର ଭୂମିକମ୍ପ ହୋଇଥିବା ସୂଚନା ମିଳିଛି । ମୋହାଲି, ପଞ୍ଚକୂଳ ଏବଂ ଜମ୍ମୁ କଶ୍ମୀରରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଭୂମିକମ୍ପ ସମୟ ୧.୩୩ ମିନିଟରେ ହୋଇଥିବା ସୂଚନା । ପାଖାପାଖି ୧୦ ସେକେଣ୍ଡ ପର୍ୟ୍ୟନ୍ତ ଦୋହଲିଥିଲା ଦିଲ୍ଲୀ । ତେବେ ଏପର୍ୟ୍ୟନ୍ତ କୌଣସି କ୍ଷୟକ୍ଷତି ସୂଚନା ଆସିନାହିଁ । ଜମ୍ମୁ କାଶ୍ମୀର ଏବଂ ହିମାଚଳରେ ଭୂକମ୍ପ ଝଟକା ଅଧିକ ଅନୁଭୂତ ହୋଇଛି । ପଞ୍ଜାବରେ ଲୋକେ ଭୟଭୀତ ହୋଇ ଘର ବାହାରକୁ ଚାଲିଆସିଛନ୍ତି । ଭୂମିକମ୍ପ ଝଟକା ଚୀନ ଏବଂ ପାକିସ୍ତାନ ପର୍ୟ୍ୟନ୍ତ ଅନୁଭୂତ ହୋଇଥିବା ଖବର ମିଳିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବୁଧବାରଠୁ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ

ଭିଜିଲାନ୍ସ ଜାଲରେ ୨୭୦ କର୍ମଚାରୀ, ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ୨୭୦ ସରକାରୀ ଓ ଚୁକ୍ତି ଭିତ୍ତିକ କର୍ମଚାରୀ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଗତ ବର୍ଷ ଜୁନ ୧୨ରୁ ଚଳିତ ବର୍ଷ ଡିସେମ୍ବର...

ADVERTISEMENT

Login