The Ultimate Managed Hosting Platform
ADVERTISEMENT

ଦିଲ୍ଲୀକୁ ମୋଦୀଙ୍କ ଭେଟି : ୪ ହଜାର ୫ଶହ କୋଟି ପରିଯୋଜନା ଦେଲେ କେନ୍ଦ୍ର ସରକାର

Facebook
Twitter
LinkedIn

ନୂଆଦିଲ୍ଲୀ ; ଦିଲ୍ଲୀକୁ ମୋଦୀଙ୍କ ଭେଟି । ୪ ହଜାର ୫ଶହ କୋଟି ପରିଯୋଜନା ଦେଲେ କେନ୍ଦ୍ର ସରକାର ।ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିର ଫୋକସରେ ବିଶ୍ବବିଦ୍ୟାଳୟ, ମେଟ୍ରୋ କରିଡର ଓ ବସ୍ତିବାସିନ୍ଦା ରହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ୪ହଜାର ୫ଶହ କୋଟି ଟଙ୍କା ଭେଟି ଦେଇଛନ୍ତି ବସ୍ତି ବାସିନ୍ଦାଙ୍କୁ ବଡ଼ ଉପହାର ଦେଲେ ପ୍ରଧାନମନ୍ତ୍ରୀ । ଦିଲ୍ଲୀ ଅଶୋକ ବିହାରରେ ନିର୍ମାଣ ହୋଇଥିବା କ୍ବାର୍ଟରର ଚାବି ବାଣ୍ଟିଲେ ମୋଦି । ସହରୀ ପୁନଃ ବିକାଶ ପରିଯୋଜନାର ଉଦଘାଟନ କରିବା ସହ ଗରିବଙ୍କୁ ଘର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ଭର୍ଚୁଆଲ ମୋଡ଼ରେ ଦ୍ବାରକା ଠାରେ ସିବିଏସଇର ନୂତନ କୋଠା ଲୋକାର୍ପଣ ଓ ନଗଫଗଡ଼ର ରୋଶନପୁରାରେ ବୀର ସାବରକର କଲେଜ ନିର୍ମାଣ ପାଇଁ ଶିଳାନ୍ୟାସ ସ୍ଥାପନ କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login