The Ultimate Managed Hosting Platform
ADVERTISEMENT

ଦିନ ୧୧.୩୦ ସୁଦ୍ଧା ସମ୍ବଲପୁର ରାଜ୍ୟର ସବୁଠୁ ଉତ୍ତପ୍ତ

Facebook
Twitter
LinkedIn

ଭୁବନେଶ୍ବର : ଜଳୁଛି ପଶ୍ଚିମ ଓଡିଶା । ଗତ କିଛି ଦିନ ହେଲା ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷା ଜାରି ରହିଛି। ଆଜି ପୁଣି ପଶ୍ଚିମ ଓଡ଼ିଶାର ତାତି ସୀମା ଲଂଘିଥିବା ଜଣାଯାଇଛି। ଆଜି ଦିନ ୧୧.୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁଯାୟୀ ସମ୍ବଲପୁର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ଏଠାରେ ଦିନ ୧୧.୩୦ ସୁଦ୍ଧା ତାପମାତ୍ରା ୪୨.୨°ରେକର୍ଡ ହୋଇଛି। ଏଣେ ଝାରସୁଗୁଡ଼ାରେ ତାପମାନ ୪୧.୬°, ହୀରାକୁଦରେ ୪୧°, କେନ୍ଦୁଝରରେ ୩୮.୨° ରେକର୍ଡ କରାଯାଇଛି। ତେଣେ ଭୁବନେଶ୍ୱରରେ ୩୭.୨ °, ଗୋପାଳପୁରରେ ୩୫.୬°. ବାଲେଶ୍ୱରେ ୩୪.୮°, ପୁରୀରେ ୩୪.୪°, ଚାନ୍ଦବାଲିରେ ୩୩.୨° ଓ ପାରାଦୀପରେ ୩୧.୯ ତାପମାତ୍ରା ରେକର୍ଡ ହୋଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ବାଥରୁମରେ ପଡି ଝାଡଖଣ୍ଡ ଶିକ୍ଷାମନ୍ତ୍ରୀ ଆହତ

ବାଥରୁମରେ ପଡି ଝାଡଖଣ୍ଡ ଶିକ୍ଷାମନ୍ତ୍ରୀ ଆହତ

ଝାଡଖଣ୍ଡ : ଝାଡ଼ଖଣ୍ଡ ସରକାରଙ୍କ ଶିକ୍ଷାମନ୍ତ୍ରୀ ରାମଦାସ ସୋରେନ ଗୁରୁତର ଆହତ । ଗତକାଲି ରାତିରେ ବାସଭବନରେ ମନ୍ତ୍ରୀ ବାଥରୁମରେ ପଡିଯାଇଥିଲେ । ଫଳରେ ତାଙ୍କ ମୁଣ୍ଡରେ...

ମଧ୍ୟାହ୍ନ ଭୋଜନରେ ଝିଟିପିଟି ; ଛାତ୍ରଛାତ୍ରୀ ଅସୁସ୍ଥ

ମଧ୍ୟାହ୍ନ ଭୋଜନରେ ଝିଟିପିଟି ; ଛାତ୍ରଛାତ୍ରୀ ଅସୁସ୍ଥ

ଟିଟିଲାଗଡ : ମଧ୍ୟାହ୍ନ ଭୋଜନରେ ଝିଟିପିଟି । ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ । ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ମୁରିବାହାଲ ବ୍ଲକ ବଡ଼ତେନ୍ତୁଳିଖୁଣ୍ଟି ଗାଁର ସରକାରୀ...

Login