The Ultimate Managed Hosting Platform
ADVERTISEMENT

ଦିନ ସାଢ଼େ ୧୧ଟା ସୁଦ୍ଧା ପାରଦ ୪୦ ଡିଗ୍ରୀ ପାର୍, ଉତ୍ତପ୍ତ ସହର ସମ୍ବଲପୁର

Facebook
Twitter
LinkedIn

ଭୁବନେଶ୍ୱର: ଡେଉଁଛି ପାରଦ, ବଢୁଛି ତାତି । ଟାଇଁ ଟାଇଁ ଖରା । ତାସାଙ୍ଗକୁ ଝାଞ୍ଜି ଓ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ସକାଳ ୯ଟାରୁ ମାଡ଼ି ଆସୁଛି ଖରା । ଦିନ ବଢ଼ିବା ସହ ତାତି ବଢୁଛି । ସାଢ଼େ ୧୧ଟା ସୁଦ୍ଧା ପାରଦ ୪୦ ଡିଗ୍ରୀ ପାର କରୁଛି । ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଛି ସମ୍ବଲପୁର । ସେଠାରେ ତାପମାତ୍ରା ୪୧ ଡିଗ୍ରୀ ରେକର୍ଡ ହୋଇଛି । ଝାରସୁଗୁଡ଼ାରେ ୩୯.୬, ହୀରାକୁଦରେ ୩୯.୬, ଚାନ୍ଦବାଲିରେ ୩୯ ଡିଗ୍ରୀ ସେଲସିୟସ୍ ରହିଛି ତାପମାତ୍ରା । ଭୁବନେଶ୍ୱର ଓ କେନ୍ଦୁଝରରେ ଦିନ ସାଢ଼େ ୧୧ଟା ସୁଦ୍ଧା ୩୮.୨ ଡିଗ୍ରୀ ସେଲସିୟସ୍ ରହିଛି ପାରଦ । ଆଗାମୀ ୩-୪ ଦିନ ଯାଏ ରାଜ୍ୟରେ ଗ୍ରୀଷ୍ମଲହରି ଜାରି ରହିବ । ବିଶେଷ କରି ପଶ୍ଚିମ ଓଡ଼ିଶାର ତାତି ଅଧିକ ରହିପାରେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଭୁବନେଶ୍ୱର : ବିଶ୍ୱ ଏଡସ ଦିବସରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ସଚେତନତା ରାଲି ।ପତାକା ଦେଖାଇ ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟରେ...

Login