The Ultimate Managed Hosting Platform
ADVERTISEMENT

ଦିନରେ ୬ଟି ଫ୍ଲାଟରେ ବୁଲାଇଲେ କଳାକନା

Facebook
Twitter
LinkedIn

ଭୁବନେଶ୍ୱର : ଦିନରେ ଆପାର୍ଟମେଣ୍ଟରେ ପଶି କଳାକନା ବୁଲାଇଲେ ଲୁଟେରା । ଚନ୍ଦକା ଥାନା ଅଞ୍ଚଳରେ ୨ଟି ଆପାର୍ଟମେଣ୍ଟରେ ୬ଟି ଫ୍ଲାଟରୁ ଲୁଟିଲେ । ଦିନରେ ଲୁଟ ନେଇ ସିସିଟିଭିରେ କଏଦ ହେଲା କାରନାମା । ଲକ୍ଷାଧିକ ଟଙ୍କା ସହ ସୁନା ଗହଣା ଓ ମୂଲ୍ୟବାନ ସାମଗ୍ରୀ ଲୁଟି ନେଲେ । ଅଭିଯୋଗ ପାଇବା ପରେ ସିସିଟିଭି ଯାଞ୍ଚ କରି ପୋଲିସର ତଦନ୍ତ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login