ଭୁବନେଶ୍ୱର : ୟୁଟ୍ୟୁବ ଚ୍ୟାନେଲରେ ପ୍ରବଚନ ଦେଉଥିବା ଭଣ୍ଡ ପ୍ରବଚକ ଗିରଫ । ଭରତପୁର ଥାନା ଖଣ୍ଡଗିରି ବାରି ଲୁଟ ଘଟଣାରେ ଗିରଫ । ୨ ଶହ ଗ୍ରାମ ସୁନା , ୧ ଲକ୍ଷ କ୍ୟାସ, ବାଇକ, ଲୁହା ରଡ ଜବତ । ଯୁବକ ଜଣକ କଟକର ହୋଇଥିବା ବେଳେ ୟୁଟ୍ୟୁବ ଚ୍ୟାନେଲରେ ଦେଉଥିଲେ ପ୍ରବଚନ । ଚୋରି କରିବା ଅପରାଧ , କିପରି ରୋକାଯାଇ ପାରିବ ପ୍ରବଚନ ଦେଉଥିଲେ । ଅଗଷ୍ଟ ୧୪ ରେ ହୋଇଥିଲା ଏହି ଲୁଟ । ଗିରଫ କଲା କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ।
Views: 85











