The Ultimate Managed Hosting Platform
ADVERTISEMENT

ଦିନକରେ ୧୭ କୋଭିଡ ଆକ୍ରାନ୍ତ

Facebook
Twitter
LinkedIn

ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୧୭ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ । ସୂଚନା ଦେଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର । ୧୩୪ ଦିନ ପରେ ସର୍ବାଧିକ ଦୈନିକ ଆକ୍ରାନ୍ତ ଚିହ୍ନଟ । ବର୍ତ୍ତମାନ ୭୩ ଆକ୍ରାନ୍ତ ଅଛନ୍ତି , ଜଣେ ହସ୍ପିଟାଲରେ ଚିକିତ୍ସାଧୀନ । ଗତ ୨୪ ଘଣ୍ଟାରେ ୫୬୪୭ ସାମ୍ପଲ ଟେଷ୍ଟ ହୋଇଛି । ଟେଷ୍ଟିଂ ବଢିଥିବାରୁ ଅଧିକ ଚିହ୍ନଟ , ଭୟଭୀତ ନ ହେବାକୁ ପରାମର୍ଶ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login