The Ultimate Managed Hosting Platform
ADVERTISEMENT

ଦାୟିତ୍ୱ ନେଲେ ସଂଜୀବ ପଣ୍ଡା

Facebook
Twitter
LinkedIn

ଭୁବନେଶ୍ୱର : ଦାୟିତ୍ୱ ଗ୍ରହଣ କଲେ ନୂଆ ପୋଲିସ କମିଶନର ସଂଜୀବ ପଣ୍ଡା । ପୋଲିସ ବ୍ୟବସ୍ଥାକୁ ଆହୁରି ସୁଦୃଢ ପାଇଁ କାମ କରିବି କହିଲେ ସିପି । ଟୁଇନ ସିଟି ବାସିନ୍ଦାଙ୍କୁ ଉତ୍ତମ ପୋଲିସ ସେବା ଦେବାକୁ ଗୁରୁତ୍ୱ ଦିଆଯିବ । ଆଗାମୀ ସାଧାରଣ ନିର୍ବାଚନରେ ଆଇନଶୃଙ୍ଖଳାରେ ରକ୍ଷା ବଡ ଚ୍ୟାଲେଞ୍ଜ । ସାଇବର ଅପରାଧ ରୋକିବାକୁ ଖୁବଶୀଘ୍ର ନୂଆ ବ୍ଲୁ ପ୍ରିଣ୍ଟ ହେବ । ଏଆଇ ଓ ଡିଫ ଫେକ ଫଟୋ ନେଇ ପଦ କ୍ଷେପ ନିଆଯିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login