The Ultimate Managed Hosting Platform
ADVERTISEMENT

ଦାୟିତ୍ୱ ଦେଲେ ଛାଡିବାର ନାହିଁ : ତାରା

Facebook
Twitter
LinkedIn

ଭୁବନେଶ୍ୱର : ପିସିସି ସଭାପତି ଚୟନ ନେଇ ତାରା ବାହିନୀପତିଙ୍କ ବିସ୍ଫୋରକ ବୟାନ । ବାଘ କେବେ ଘାସ ଖାଏନି , ଦଳ ଦାୟିତ୍ୱ ଦେଲେ ଛାଡିବାର ନାହିଁ । ଦାୟିତ୍ୱ ନ ଦେଲେ ମାଗିବାର ନାହିଁ କି ଲବି କରିବାର ନାହିଁ । ବହୁତ ବିଳମ୍ବ ହେଲାନି , ଯାହାକୁ କରିବାର ଅଚି ତୁରନ୍ତ କଲେ ଭଲ ହେବ । ଯିଏ ବି ହୁଅନ୍ତୁ , ସପ୍ତଗିରି ଉଲାକା ହେଲେ ମୋର ଅସୁବିଧା ନାହିଁ । ପଞ୍ଚାୟତ ଓ ପୈାର ନିର୍ବାଚନ ପାଖେଇ ଆସୁଛି , ତୁରନ୍ତ ଘୋଷଣା କରନ୍ତୁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

Login