କଟକ : ହାଇକୋର୍ଟରେ କଟକ ସହର ସମସ୍ୟା ସମ୍ପର୍କିତ ମାମଲା । ସୁରକ୍ଷିତ ପାର୍ବଣ ଉପରେ ଗୁରୁତ୍ୱ ଦେଲେ ହାଇକୋର୍ଟ । ଦଶହରା ତୋରଣଗୁଡିକ ସଠିକ ଭାବେ ଯାଞ୍ଚନିଦେ୍ର୍ଦଶ । ସମ୍ଭାବ୍ୟ ବର୍ଷାକୁ ଆଖିରେ ରଖି ଆଗୁଆ ପଦକ୍ଷେପ ନେବାକୁ ନିଦେ୍ର୍ଦଶ । ୧୧୭ଟି ମଣ୍ଡପରେ ନିରୀକ୍ଷଣ ସରିଛି ଜଣାଇଲେ ପୂର୍ତ୍ତ ବିଭାଗ ଅଧିକାରୀ । ଭସାଣ ରୁଟରେ ଆମ୍ବୁଲାନ୍ସ, ଦମକଳ ରଖାଯିବ ହାଇକୋର୍ଟଙ୍କୁ ଜଣାଇଲେ ଡିସିପି । ବାଲିଯାତ୍ରା ସ୍ଥାନ ପରିବର୍ତ୍ତନ ନେଇ ଆଜି ହୋଇପାରିଲା ନାହିଁ ଶୁଣାଣି । ଉପର ପଡିଆରେ ଏଥର ବାଲି ଯାତ୍ରା ନ କରିବାକୁ ହୋଇଛି ନିଷ୍ପତ୍ତି ।
Views: 54