The Ultimate Managed Hosting Platform
ADVERTISEMENT

ଦଶମ ପରୀକ୍ଷା ଦେଇ ଫେରିବା ବେଳେ ଦୁର୍ଘଟଣା , ୬ ଛାତ୍ରଛାତ୍ରୀ ଗୁରୁତର

Facebook
Twitter
LinkedIn

ବସ୍ତା : ଦଶମ ପରୀକ୍ଷା ଦେଇ ଫେରିବା ବେଳେ ଅଟୋ ଦୁର୍ଘଟଣା । ଦୁର୍ଘଟଣାଗ୍ରସ୍ତ ଅଟୋରେ ଥିଲେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ । ୪ ଛାତ୍ରୀ ଓ ୨ ଛାତ୍ର ଗୁରୁତର ହୋଇଥିବା ସୂଚନା । ଗୁରୁତର ଛାତ୍ରଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଜଳେଶ୍ୱର ଥାନା ମହମ୍ମଦ ନଗର ପାଟଣା ଚର୍ଚ୍ଚ ନିକଟରେ ଦୁର୍ଘଟଣା ଘଟିଛି ।

ଯୁବକଙ୍କୁ ଗୁଳିକରି ହତ୍ୟା କଲେ ମାଓବାଦୀ
ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ନୂଆଦିଲ୍ଲୀ : ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ଭେନେଜୁଏରାଲ ମାରିଆ କୋରିନାଙ୍କୁ ନୋବେଲ ଶାନ୍ତି ପୁରସ୍କାରା ଭେନେଜୁଏଲାରେ ଗଣତନ୍ତ୍ର ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ...

ADVERTISEMENT

Login