The Ultimate Managed Hosting Platform
ADVERTISEMENT

ଦନ୍ତା ରେସ୍କ୍ୟୁ ପାଇଁ ୩ ଟିମ୍

Facebook
Twitter
LinkedIn

ଭୁବନେଶ୍ୱର : ଚନ୍ଦକାର ଅସୁସ୍ଥ ଦନ୍ତା ହାତୀକୁ ରେସ୍କ୍ୟୁ ଓ ଟ୍ରାଙ୍କୁଲାଇଜ ପାଇଁ ୩ ଟିମ୍ । ଭାଲୁଙ୍କା ଜଙ୍ଗଲର ଆଖପାଖ ଅଞ୍ଚଳରେ ବୁଲୁଛି ଅସୁସ୍ଥ ଦନ୍ତା ଦାତୀ । ହାତୀର ବାମ ଗୋଡ ଫୁଲିଛି । ଡ୍ରୋନ ଜରିଆରେ ଲୋକେଶନ ଟ୍ରାକ ପାଇଁ ପ୍ରୟାସ କରାଯାଉଛି । କାଲି ରେସ୍କ୍ୟୁ ସମୟରେ ଫରେଷ୍ଟରଙ୍କ ସମେତ ୨ ଜଣ ଆହତ ହୋଇଥିଲେ । ଗତ ୩-୪ ଦିନ ହେଲା ଅସୁସ୍ଥ ଅବସ୍ଥାରେ ଘୁରି ବୁଲୁଛି ଦନ୍ତା ହାତୀ । ସେପଟେ ବନ ବିଭାଗ ସଜାଗ ରହିଛନ୍ତି । ଚନ୍ଦକା ଏସିଏଫ ଓ ଚନ୍ଦକା ବନାଞ୍ଚଳ ଅଧିକାରୀଙ୍କ ସମେତ ଅନ୍ୟ କର୍ମଚାରୀ ଦୁଇ ଦିନ ହେବ ହାତୀକୁ ନୀରିକ୍ଷଣରେ ରଖିଛନ୍ତି । ଯଦି ଏହାକୁ ତୁରନ୍ତ ଚିକିତ୍ସା କରାନଯାଏ ତେବେ ସେପ୍ଟିସେମିଆ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିପାରେ ବୋଲି ସନ୍ଦେହ କରୁଛନ୍ତି । ହାତୀକୁ ଟ୍ରାଙ୍କୁଲାଇଜ କରାଯାଇ ଚିକିତ୍ସା କରାଯିବ ବୋଲି ସୂଚନା ମିଳିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login