ଦେବଗଡ : କାଉଁସିତଇଲା ଗାଁ ନିକଟରୁ ଦନ୍ତା ହାତୀର ମୃତଦେହ ଉଦ୍ଧାର । ହାତୀର ମୃତଦେହ ଦେଖି ରିଆମାଳ ରେଞ୍ଜକୁ ଖବର ଦେଇଥିଲେ ଲୋକେ । ହାତୀ ମୃତ୍ୟୁର କାରଣ ଖୋଜୁଛନ୍ତି ବନ ବିଭାଗ କର୍ମଚାରୀ ଓ ଡାକ୍ତରୀ ଟିମ । ବିଦ୍ୟୁତ ସଂସ୍ପର୍ଶରେ ଆସି ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଅନୁମାନ । ମୃତଦେହ ବ୍ୟବଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି । ଗତ କିଛି ଦିନ ହେଲା ଉକ୍ତ ଦନ୍ତା ହାତୀ ଟି ସେହି ଅଞ୍ଚଳ ରେ ଉପଦ୍ରଵ କରୁଥିବା ସହ ୨ ଦିନ ତଳେ ଜଣେ ବୃଦ୍ଧ ଙ୍କୁ ଦଳି ମାରି ଦେଇଥିଲା କ୍ଷ
Views: 33