The Ultimate Managed Hosting Platform
ADVERTISEMENT

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ, ୮ ଜିଲ୍ଲାରେ ବର୍ଷା ଆଶଙ୍କା

Facebook
Twitter
LinkedIn

ଭୁବନେଶ୍ୱର : ଆଜି ରାଜ୍ୟର ୮ଟି ଜିଲ୍ଲାରେ ବର୍ଷା ସମ୍ଭାବନା । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା । ଉପକୂଳ ଓ ସଲଂଗ୍ନ ଜିଲ୍ଲାରେ ହୋଇପାରେ ବର୍ଷା । ବାଲେଶ୍ୱର, ଭଦ୍ରକ,ମୟୂରଭଞ୍ଜ, କେନ୍ଦୁଝରରେ ବର୍ଷା ଆଶଙ୍କା । ମାଲକାନଗିରି, କୋରାପୁଟ, ନବରଙ୍ଗପୁର , କଳାହାଣ୍ଡିରେ ବର୍ଷା ସମ୍ଭାବନା । ଆସନ୍ତାକାଲି ମୟୂରଭଞ୍ଜ, ଯାଜପୁର ଓ କଟକରେ ବର୍ଷା ହୋଇପାରେ । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି । ସମୁଦ୍ର ପତ୍ତନ ଠାରୁ ୫.୮ କିଲୋମିଟର ପର୍ଯ୍ୟନ୍ତ ଘୂର୍ଣ୍ଣିବଳୟ ସୃଷ୍ଟି । ସେପଟେ ବିଭିନ୍ନ ସ୍ଥାନର ଦିନ ତାପମାତ୍ରା ଉପରମୁହାଁ ହେଉଛି । ଦିନରେ ପ୍ରବଳ ଖରା ଓ ତାତି ଅନୁଭୂତ ହେଉଛି । ଆସନ୍ତାକାଲି ମୟୂରଭଞ୍ଜ, ଯାଜପୁର ଓ କଟକରେ ହୋଇପାରେ ବର୍ଷା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login