The Ultimate Managed Hosting Platform
ADVERTISEMENT

ଥରୁଛି ଝାରସୁଗୁଡା ; ତାପମାତ୍ରା ୬.୫ ରେକର୍ଡ

Facebook
Twitter
LinkedIn

ଝାରସୁଗୁଡା : ଝାରସୁଗୁଡାରେ ଡିସେମ୍ବରର ୪ର୍ଥ ସର୍ବନିମ୍ନ ରାତ୍ରି ତାପମାତ୍ରା ରେକର୍ଡ । ଝାରସୁଗୁଡାରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୬.୫ ରେକର୍ଡ । ଗତ ୧୫ ବର୍ଷରେ ଝାରସୁଗୁଡାରେ ସର୍ବନିମ୍ନ ତାପମାତ୍ରା ରେକର୍ଡ । ଗତ ୧୫ ବର୍ଷରେ ରେକର୍ଡ ହେଲା ଡିସେମ୍ବରର ୪ର୍ଥ ସର୍ବନିମ୍ନ ତାପମାତ୍ରା ।
୨ ଦିନ ହେବ କୋରାପୁଟରେ ପାରଦ ୫ ଡିଗ୍ରୀ ତଳେ ରହୁଛି । ଦିନ ୧୧ ଟା ପର୍ୟ୍ୟନ୍ତ ଘନ କୁହୁଡ଼ି ଲାଗି ରହୁଛି । ୫୦ ମିଟର ଦୃଶ୍ୟମାନ ହେଉନି । ଯାତାୟତରେ ବହୁ ସମସ୍ୟା ଉପୁଜୁଛି । ଶୀତରୁ ରକ୍ଷା ପାଇବା ପାଇଁ କିଏ ନିଆଁ ଲଗାଇ ମେଳି ବାନ୍ଧିଛି ତ କେଉଁଠି ଚା’ ଦୋକାନରେ ଭିଡ଼ ଜମୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login