The Ultimate Managed Hosting Platform
ADVERTISEMENT

ଥମୁନି ସଂକ୍ରମଣ; ରାଜଧାନୀରେ ପୁଣି କଣ୍ଟେନମେଣ୍ଟ ଜୁନରେ ୪ ସ୍ଥାନ

Facebook
Twitter
LinkedIn

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି । ରାଜଧାନୀରେ ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବଢ଼ିଚାଲିଛି । ଗତକାଲି ବିଏମ୍‌ସି ଭୁବନେଶ୍ୱରର ୧୦ ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୁନ୍ ଘୋଷଣା କରିଥିଲା ବେଳ, ଆଜି ପୁଣି ୪ ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୁନ୍ ଘୋଷଣା କରିଛି । ସେଥି ମଧ୍ୟରେ ନୂଆପଲ୍ଲୀ ଅଞ୍ଚଳରେ ଗୋଟିଏ ସ୍ଥାନ, ଭୀମପୁରରେ ଗୋଟିଏ ସ୍ଥାନ ଓ ଶ୍ରୀକ୍ଷେତ୍ର ବିହରରେ ୨ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୁନ୍ ଘୋଷଣା କରାଯାଇଥିବା ଜଣା ପଡ଼ିଛି । ଏନେଇ ଭୁବନେଶ୍ୱର ଜୋନାଲ ଡେପୁଟି କମିଶନର ରବି ନାରାୟଣ ଜେଠୀ ସୂଚନା ଦେଇଛନ୍ତ । ତେବେ କଣ୍ଟେନମେଣ୍ଟ ଜୁନ୍ ଘୋଷଣା କରାଯିବା ଦିନ ଠାରୁ ସେହି ସ୍ଥାନରେ ୭ ଦିନ ଯାଏ କଟକଣା ଲାଗୁ ରହିବାକୁ ବିଏମ୍‌ସି ପରାମର୍ଶ ଦେଇଛି ।

ସୂଚନାନୁଯାୟୀ, ବୁଧବାର ବିଏମ୍‌ସି ଅଞ୍ଚଳରୁ ୩୪୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାକୁ ନେଇ ବିଏମ୍‌ସି ଅଞ୍ଚଳରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୨୪ ହଜାର ୪୫୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, ଏଥିରେ ୧୧୦୨ ଜଣଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ବିଏମ୍‌ସିରେ ମୋଟ୍ ୧୦୩୭ ଟି ସକ୍ରିୟ ମାମଲା ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

Login