The Ultimate Managed Hosting Platform
ADVERTISEMENT

ଥମୁନି ବିବାଦ; ପୁଣି ପୋଷ୍ଟର ଚିରିଲେ

Facebook
Twitter
LinkedIn

ପାଟଣାଗଡ : ହଲରେ ଫିଲ୍ମ ପୋଷ୍ଟର ଚିରିଲା କୋସଳ ସେନା । ଆଲିସାନ ସିନେମାରେ “ମାଇ ସ୍ୱିଟ ହାଉସ ୱାଇଫ” ଫିଲ୍ମକୁ ବିରୋଧ । ହଲ ବାହାରେ ପୋଷ୍ଟର ଚିରିବା ସହ ଜାଳିଲେ କୋସଳ ସେନା ।
ପୂର୍ବରୁ ମଧ୍ୟ ଓଡିଆ ଫିଲ୍ମ “ପ୍ରଥା”ର ପୋଷ୍ଟର ଚିରିଥିଲେ କୋସଳ ସେନା । ଫିଲ୍ମ ରିଲିଜ୍ ମଧ୍ୟ ହୋଇ ପାରି ନ ଥିଲା । ପଶ୍ଚିମ ଓଡିଶାରେ ଫିଲ୍ମ ରିଲିଜକୁ ବିରୋଧ କରାଯାଉଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login