The Ultimate Managed Hosting Platform
ADVERTISEMENT

ଥମୁନି ଅଜଣା ଜନ୍ତୁ ଆତଙ୍କ, ଆକ୍ରମଣରେ ୮ ମେଣ୍ଢା ମୃତ

Facebook
Twitter
LinkedIn

ମହାକାଳପଡ଼ା : କିଏ ମାରୁଛି ମେଣ୍ଢା। ମହାକାଳପଡ଼ାରେ ଥମୁନି ଅଜଣା ଜନ୍ତୁ ଆତଙ୍କ। ୮ ମେଣ୍ଢାକୁ ମାରିଲା ଜନ୍ତୁ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ଯଦୁପୁର ପଞ୍ଚାୟତ କଳାଗଡ଼ ଗାଁରେ ଅଜଣା ଜନ୍ତୁ ଆତଙ୍କ । ଗାଁର ମହନି ଦାସଙ୍କ ଗୁହାଳରେ ପଶି ବିଳମ୍ବିତ ରାତିରେ ୮ଟି ମେଣ୍ଢାଙ୍କୁ ମାରିଥିବାବେଳେ ୫ ଗୁରୁତର ଅଛନ୍ତି । ମେଣ୍ଢାଙ୍କ ବେକ ଆଉ ପେଟକୁ ଆକ୍ରମଣ କରିଛି ଅଜଣା ଜନ୍ତୁ। ଗତ ଶନିବାର ରାତିରେ ୩୫ଟି ମେଣ୍ଢାଙ୍କୁ ମାରିଥିଲା । ଖବରପାଇ ମହାକାଳପଡା ପଶୁ ଚିକିତ୍ସକ ଅଧିକାରୀମାନେ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ କରିଥିବା ଜଣାପଡିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login