ବ୍ୟୁରୋ : ଦେଶୀ ଘିଅ କେବଳ ଖାଦ୍ୟର ସ୍ୱାଦ ବୃଦ୍ଧି କରେ ନାହିଁ ବରଂ ତ୍ୱଚା ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ । ପ୍ରକୃତରେ ଦେଶୀ ଘିଅ ଆପଣଙ୍କ ସ୍କିନ, କେଶ ଏବଂ ସ୍ୱାସ୍ଥ୍ୟ ପାଇଁ ବହୁତ ପ୍ରଭାବଶାଳୀ । କିନ୍ତୁ ଦେଶୀ ଘିଅର ସୌନ୍ଦର୍ୟ୍ୟ ଲାଭ ବିଷୟରେ ବହୁତ କମ୍ ଲୋକ ଜାଣନ୍ତି । ତ୍ୱଚା ପାଇଁ ଘିଅର ଉପକାରିତା ବହୁତ ଲାଭଦାୟୀ ହୋଇଥାଏ । ମୁହଁରେ ଘିଅ ବ୍ୟବହାର କରିବାର ପଦ୍ଧତି ଅନେକ ଲୋକ ଜାଣି ନାହାଁନ୍ତି ତେଣୁ ସେମାନେ ଘିଅର ଲାଭ ବିଷୟରେ ଜାଣନ୍ତି ନାହିଁ । ତେବେ ଆସନ୍ତୁ ଜାଣିବା ଘିଅ କିପରି ଆପଣଙ୍କ ସୁନ୍ଦର ତ୍ୱଚାର ରହସ୍ୟ ହୋଇପାରେ । ଶୁଷ୍କ ତ୍ୱଚା ଦୂର କରନ୍ତୁ: ଘିଅରେ ଏପରି ଗୁଣ ଅଛି ଯାହା ଆପଣଙ୍କ ତ୍ୱଚାର ଶୁଷ୍କତା ଦୂର କରିବା ସହିତ ତ୍ୱଚାକୁ ନରମ, ଉଜ୍ଜ୍ୱଳ ଏବଂ ସୁନ୍ଦର କରିବାରେ ମଧ୍ୟ ସାହାଯ୍ୟ କରେ । ଯଦି ଆପଣଙ୍କ ଚର୍ମ ପ୍ରାୟତଃ ଶୁଷ୍କ ହୋଇଯାଏ ତେବେ ଆପଣ ନିଜ ତ୍ୱଚାରେ ଘିଅ ବ୍ୟବହାର କରିପାରିବେ । ଏଥିପାଇଁ କିଛି ବୁନ୍ଦା ଘିଅ ନେଇ ଆପଣଙ୍କ ତ୍ୱଚାରେ ଲଗାନ୍ତୁ । ଏହାପରେ କିଛି ମିନିଟ୍ ପାଇଁ ଆପଣଙ୍କ ତ୍ୱଚାରେ ଘିଅ ମାଲିସ୍ କରନ୍ତୁ । ଯାହାଦ୍ୱାରା ଆପଣଙ୍କ ତ୍ୱଚା କୋମଳ ଏବଂ ସୁନ୍ଦର ଦେବ । ସେହିଭଳି ଘିଅ ଫାଟିଥିବା ଓଠକୁ ନରମ ଏବଂ ଚମକଦାର ମଧ୍ୟ କରିଥାଏ । ଯଦି ଆପଣଙ୍କ ଓଠ ଫାଟିଯାଏ ତେବେ ଆପଣ ପ୍ରତିଦିନ ଆପଣଙ୍କ ଓଠରେ ଘିଅକୁ ଲିପ୍ ବାମ୍ ଭାବରେ ବ୍ୟବହାର କରିପାରିବେ । ଏହା ଆପଣଙ୍କ ଓଠକୁ ମଇଶ୍ଚରାଇଜ୍ ରଖିବ ।
ତ୍ୱଚା ପାଇଁ ଲାଭଦାୟକ ହୋଇଥାଏ ଦେଶୀ ଘିଅ..
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







