ବ୍ୟୁରୋ : ବିଟ କେବଳ ଲାଲ ଦେଖାଯାଉଥିବା ଏକ ପରିବା ନୁହେଁ । ଏଥିରେ ପୋଷଣ ଓ ଅନେକ ଔଷଧୀୟ ଗୁଣ ଭରି ରହିଛି । ଆୟୁର୍ବେଦ ହିସାବରେ ଏହାକୁ “ରକ୍ତବର୍ଦ୍ଧକ ଔଷଧ” କୁହାଯାଏ । କାରଣ ଏହା ରକ୍ତର ଅଭାବକୁ ପୂରଣ କରିଥାଏ । ଏହାର ସ୍ୱାଦ ଅଳ୍ପ ମିଠା ଅଟେ । ଏହା ରକ୍ତ ଶୁଦ୍ଧ କରିଥାଏ । ବିଟ ଆଇରନ, ଫୋଲେଟ, ପୋଟାସିୟମ, ମ୍ୟାଗ୍ନେସିୟମ , ଭିଟାମିନ ସି ଏବଂ ଫାଇବରରେ ଭରପୂର ଅଟେ । ଯାହା ଶରୀରକୁ ସମ୍ପୂର୍ଣ୍ଣ ପୋଷଣ ପ୍ରଦାନ କରିଥାଏ । ଏବଂ ବିଷାକ୍ତ ପଦାର୍ଥକୁ ଶରୀରରୁ ବାହାର କରିବାରେ ସାହାଯ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା ବିଟ୍ ଆମ ଶରୀର ପାଇଁ କେତେ ଉପକାରୀ । ଆମକୁ ଏହା କେଉଁ କେଉଁ ରୋଗରୁ ରକ୍ଷା କରିଥାଏ ।
ହିମୋଗ୍ଲୋବିନ ବଢାଏ- ବିଟକୁ ପ୍ରତିଦିନ ଖାଇବା ଦ୍ୱାରା କେବଳ ହିମୋଗ୍ଲୋବିନ ବଢେ ନାହିଁ ବରଂ ଏହା ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ । ହୃଦୟକୁ ସୁସ୍ଥ ରଖିଥାଏ । ଏଥିରେ ଥିବା ନାଇଟ୍ରେଟ୍ସ ଶରୀରକୁ ଯାଇ ନାଇଟ୍ରିକ ଅକ୍ସାଇଡ ଉତ୍ପନ୍ନ କରିଥାଏ । ଯାହା ବ୍ଲଡ ପ୍ରେସରକୁ କମ କରିଥାଏ ।
ଲିଭର ସଫା ରୁହେ – ବିଟ ଲିଭରକୁ ସଫା ଓ ସୁସ୍ଥ ରଖେ । ହୃଦୟର ମାଂସପେଶୀକୁ ମଜବୁତ କରେ ଏବଂ ତ୍ୱଚାକୁ ଉଜ୍ୱଳ ରଖିଥାଏ । କମ କ୍ୟାଲୋରୀ ଏବଂ ଅଧିକ ଫାଇବର ହେତୁ ଏହା ଓଜନ କମ କରିବାରେ ସହାୟକ ହୁଏ । ଏହା ସହ ମାସିକ ରୁତୁସ୍ରାବ ସମୟରେ ବିଟ ହର୍ମୋନାଲ ସନ୍ତୁଳନ ବଜାୟ ରଖେ । ତେଣୁ ପେଟ କାଟିବା ସହ ଅନ୍ୟାନ୍ୟ କଷ୍ଟରୁ ମୁକ୍ତି ମିଳିଥାଏ । ବିଟ, ଲେମ୍ବୁ ଏବଂ ପୁଦିନା ରସ ଆପଣଙ୍କ ଲିଭରକୁ ସୁସ୍ଥ ରଖିଥାଏ ।
ଉଜ୍ୱଳ ତ୍ୱଚା-ଆୟୁର୍ବେଦ ଉପାୟର ଉଜ୍ୱଳା ତ୍ୱଚା ପାଇବାର ଅନେକ ଉପାୟ ରହିଛି । ବିଟ , ଗାଜର ଏବଂ ଅଁଳା ରସରୁ ଆପଣ ଏକ ଟନିକ ବନାଇପାରିବେ । ବିଟ ଏବଂ ମହୁର ସେବନ କରିବା ଦ୍ୱାରା ଆପଣଙ୍କ ଥକ୍କା ପଣ ଦୂର ହୋଇଥାଏ । ତ୍ୱଚାରେ ବିଟ ରସ ଲଗାଇବା ଦ୍ୱାରା କଳାଦାଗ , ବ୍ରଣ ଏବଂ ତ୍ୱଚା ଶୁଷ୍କରୁ ମୁକ୍ତି ମିଳିଥାଏ । ଅନ୍ୟ ପଟେ କେଶରେ ବିଟ ରସ ଲଗାଇବା ଦ୍ୱାରା ରୂପି ସମସ୍ୟା ଦୂର ହେବା ସହ ହେୟାର ଫଳ ମଧ୍ୟ ହୁଏ ନାହିଁ ।
ପ୍ରାଚୀନ କାଳରେ ଏହାକୁ ଲଭରୁଟ କୁହାଯାଉଥିବା ବେଳେ ନାସା ଏହାକୁ ସ୍ପେସ ଫୁଡ ବୋଲି କୁହେ । କିନ୍ତୁ ଗୋଟେ ଦିନରେ ୧୦୦-୧୫୦ ଗ୍ରାମରୁ ଅଧିକ ସେବନ କରିବା ଉଚିତ ନୁହେଁ । କାରଣ ଅଧିକ ମାତ୍ରାରେ ସେବନ କରିବା ଦ୍ୱାରା ପେଟ ଫୁଲିବା ଭଳି ସମସ୍ୟା ବି ଦେଖାଦେଇପାରେ । ତେଣୁ ଉପଯୁକ୍ତ ଭାବରେ ଖାଦ୍ୟ ଗ୍ରହଣ କରିବାର ଭାଗ ରଖନ୍ତୁ ।
ତ୍ୱଚାକୁ ଉଜ୍ୱଳ କରେ ବିଟ୍ !
Facebook
Twitter
LinkedIn
Facebook
Twitter
LinkedIn
Recent News
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...
Intrigue_certaine_et_défis_majeurs_avec_casino_spinania_pour_parieurs_audacieux
Intrigue certaine et défis majeurs avec casino spinania pour parieurs audacieuxL’Évolution des Jeux de Casino en LigneL'Impact des Nouvelles Technologies...
Detailed_guidance_on_navigating_arionplay_gcash_login_for_seamless_transactions
Detailed guidance on navigating arionplay gcash login for seamless transactionsUnderstanding the Arionplay and GCash ConnectionThe Importance of Account SecurityStep-by-Step Guide...







