The Ultimate Managed Hosting Platform
ADVERTISEMENT

ତାୱାରେ ଖାଦ୍ୟ ତିଆରିବେଳେ ଭୁଲରେ ବି ଏହି ଜିନିଷ କରନ୍ତୁନି

Facebook
Twitter
LinkedIn

ବାସ୍ତୁ ଶାସ୍ତ୍ରକୁ ଆମେମାନେ ବହୁତ ଗୁରୁତ୍ୱ ଦେଉ | ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘର କେଉଁ ସ୍ଥାନରେ ହେବ ଏବଂ ଘରର ଜିନିଷ ଗୁଡିକ କେଉଁ ସ୍ଥାନରେ ରହିବ ତାର ନିୟମ ମଧ୍ୟ ଅଛି | କାରଣ ଆମମାନଙ୍କର ବିଶ୍ୱାସ ଅଛି ଯେ, ଟିକେ ଭୁଲ ହେଲେ ଅନେକ ଅସୁବିଧା ହେବ କାରଣ ଅନେକ ଲୋକ କହିଥାନ୍ତି ବାସ୍ତୁରେ କିଛି ବାଧା ଉପୁଜିଲେ ଅମଙ୍ଗଳ ହୁଏ |

ତେବେ ଆଜି ଆମେ ଜାଣିବା ତାୱାରେ ଆମେ କଣ ବ୍ୟବହାର କରିବା ଉଚିତ ନୁହେଁ |

ଖାଦ୍ୟ ତିଆରି କରିବା ପରେ ତାଓ୍ଵାକୁ ସବୁବେଳେ ସଫା ରଖିବା ଉଚିତ ଏବଂ ସମସ୍ତଙ୍କ ନଜରରୁ ଏହାକୁ ଲୁୁୁଚାଇ ରଖିବା ଉଚିତ |

ତାୱାକୁ ଖୋଲା ଜାଗାରେ ରଖନ୍ତୁନାହିଁ କାରଣ ଏହା ହେବା ଦ୍ୱାରା ଅଶୁଭ ପ୍ରଭାବ ପଡେ ବୋଲି କୁହନ୍ତି।

ମନେରଖିବେ ସବୁବେଳେ ରୁଟି କରିବା ପୂର୍ବରୁ ଲୁଣ ଛିଞ୍ଚିକି ଯାଅନ୍ତୁ। ଏବଂ ପ୍ରଥମ ରୁଟିକୁ ଗାଈକୁ ଖାଇବାକୁ ଦିଅନ୍ତୁ। ଏହାଦ୍ୱାରା ଘରେ ଧନ ଓ ସମ୍ପତ୍ତି ବଢ଼ିଥାଏ।

କେବେ ବି ଧାର ଜିନିଷ ତାଓ୍ଵା ଉପରେ ରଖନ୍ତୁ ନାହିଁ କିମ୍ବା ତାଓ୍ଵାରୁ ସିଧା ଉଠାଇ ଖାଦ୍ୟ ଖାଆନ୍ତୁ ନାହିଁ। ସବୁବେଳେ ଖାଦ୍ୟକୁ ନିଜ ପ୍ଲେଟରେ ଆଣିକି ଖାଆନ୍ତୁ।

ତାଓ୍ଵା ଓ କଢ଼ାଇକୁ କେବେ ହେଲେ ଓଲଟା କରି ରଖନ୍ତୁ ନାହିଁ। ଏହାଦ୍ୱାରା ଧନ ହାନି ହେବାର ସମ୍ଭାବନା ଥାଏ।

ଗରମ ତାଓ୍ଵା ଉପରେ କେବେ ବି ଭୁଲରେ ପାଣି ପକାନ୍ତୁ ନାହିଁ | ଏହା କରିବା ଦ୍ୱାରା ଘର ଉପରେ ସଙ୍କଟ ଆସିବାର ସମ୍ଭାବନା ରହିଥାଏ | ଏହାସହିତ ଘରେ ମଧ୍ୟ ନକରାତ୍ମକ ଶକ୍ତି ବଢ଼େ |

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login