The Ultimate Managed Hosting Platform
ADVERTISEMENT

ତାଲାଭାଙ୍ଗି ମନ୍ଦିରରୁ ଚୋରି

Facebook
Twitter
LinkedIn

ଜଳେଶ୍ୱର : ତାଲା ଭାଙ୍ଗି ମନ୍ଦିରରୁ ଚୋରି କରି ନେଲେ ଦୁର୍ବୁତ୍ତ । ଜଳେଶ୍ୱର ଥାନା ବାଗପୁଞ୍ଜି ଗାଁ ଶିବ ମନ୍ଦିରରୁ ଚୋରି । ୨୦ କେଜିର ତମ୍ବା ସର୍ପ , ସୁନା ଅଳଙ୍କାର ସହ ଦାନହୁଣ୍ଡି ନେଇଗଲେ । ତେବେ ଆଜି ସକାଳେ ଗ୍ରାମବାସୀମାନେ ତାଲା ଭାଙ୍ଗି ଥିବା ଦେଖ୍ ମନ୍ଦିରର ପୂଜକକୁ ପ୍ରଥମେ ଖବର ଦେଇଥିଲେ। ଏହାପରେ ପୂଜକ ମନ୍ଦିରକୁ ଆସି ତାଲା ଭାଙ୍ଗି ତଳେ ପଡି ଥôବାର ଦେଖି ଜଳେଶ୍ବର ପୋଲିସକୁ ଖବର ଦେଇ ଥିଲୋ ଖବର ପାଇ ଜଳେଶ୍ବର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ମନ୍ଦିରରୁ ଠାକୁରଙ୍କର ସମସ୍ତ ସୁନା ଅଳଙ୍କାର ଏବଂ ଆସବାବପତ୍ର, ୨୦ କିଲୋର ତମ୍ବା ନାଗ ସାପ, ଡାକବାଜି ଯନ୍ତ୍ର ଲୁଟ୍ କରିନେଇଛନ୍ତି ଦୁର୍ବୁତ୍ତ ମାନେ। ତେବେ ଆନୁମାନିକ ଦୁଇ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଜିନିଷପତ୍ର ଚୋରି ହୋଇଥିବା ପୂଜକ କହିଛନ୍ତି। ଗତ ଜାନୁଆରୀ ମାସ ୧୩ ତାରିଖରେ ମଧ୍ୟ କମର୍ଦା ଥାନା କାନପୁର ତାରିଣୀ ମନ୍ଦିରରୁ ଏଭଳି ଲୁଟ ହୋଇଥିଲା। ଶେଷରେ ଠାକୁରଙ୍କୁ ବି ଛାଡ଼ିଲେ ନାହିଁ ଦୁର୍ବୃତ୍ତ । ମନ୍ଦିରରେ ପଶି କଳାକନା ବୁଲାଇଲେ ଦୁର୍ବୃତ୍ତ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login