ଭୁବନେଶ୍ୱର : ଆକାଶରୁ ଖସୁଛି ଅଗ୍ନି ବର୍ଷା । ଅସମ୍ଭାଳ ହେଲାଣି ଚୈତ୍ର ତାତି । ବର୍ଷା ଛାଡିବା ପରଠୁ ହଠାତ୍ ରାଜ୍ୟକୁ କଲବଲ କରୁଛି ତାତି । ଆଉ ତାତିରେ ହନ୍ତସନ୍ତ ହେଉଛନ୍ତି ଲୋକେ । ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଡେଇଁଛି ୪୦ ଡିଗ୍ରୀ । ଆସନ୍ତାକାଲିଠୁ ଆହୁରି ଓଡ଼ିଶା ଜଳିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । କାଲିଠୁ ତିନି ଦିନ ପାଇଁ ହିଟ୍ଓ୍ଵଭ୍ ଓ୍ଵାର୍ଣ୍ଣିଂ … Continue reading ତାତିରେ ସିଝିବ ଓଡିଶା
Copy and paste this URL into your WordPress site to embed
Copy and paste this code into your site to embed