The Ultimate Managed Hosting Platform
ADVERTISEMENT

ତାତିରେ ବ୍ରେକ : ଉପକୂଳରେ ରଜ ପାଗ

Facebook
Twitter
LinkedIn

ଭୁବନେଶ୍ୱର : ଉପକୂଳ ଓଡିଶାରେ ତାତିରେ ଲାଗିଲା ବଡ ବ୍ରେକ । ସାଢେ ୧୧ଟା ସୁଦ୍ଧା ଭୁବନେଶ୍ୱର ମାତ୍ର ୩୩.୨ ଡିଗ୍ରୀ ସେଲସିୟସ । କେନ୍ଦୁଝର ୩୫.୬, ଚାନ୍ଦବାଲି ୩୫ , ବାଲେଶ୍ୱର ୩୩.୬ , ଗୋପାଳପୁର ୩୩.୨ , ପୁରୀ ୩୧.୮ ଏବଂ ପାରାଦୀପ ୩୦.୬ । ଉପକୂଳରେ କମିଥିଲେ ବି ପଶ୍ଚିମ ଓଡିଶାରେ ଗ୍ରୀଷ୍ମ ପ୍ରବାହ ଜାରି । ସାଢେ ୧୧ଟାରେ ଝାରସୁଗୁଡା ସର୍ବାଧିକ ୩୯.୪ ଡିଗ୍ରୀ । ସମ୍ବଲପୁର ୩୯.୨, ହୀରାକୁଦ ୩୭.୨ ଡିଗ୍ରୀ ସେଲସିୟସ ରେକର୍ଡ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

Login