The Ultimate Managed Hosting Platform
ADVERTISEMENT

ତହସିଲ ସାମ୍ନାରେ ନିଜକୁ ଜାଳିଲେ

Facebook
Twitter
LinkedIn

ନୂଆପଡା : ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଜନୈକ ବ୍ୟକ୍ତି । ନୂଆପଡା ତହସିଲ ଅଫିସ ଆଗରେ ଦେହରେ ନିଆଁ ଲଗେଇଲେ । ଗୁରୁତର ଅବସ୍ଥାରେ ନୂଆପଡାରୁ ବୁର୍ଲା ମେଡିକାଲ ସ୍ଥାନାନ୍ତର । ଗୁରୁତର ବ୍ୟକ୍ତି ସଦର ଥାନା କଲ୍ୟାଣପୁର ଗାଁର ଜଗଦୀଶ ଚୈାହ୍ୱାନ । ଜମିବାଡି କାମ ପାଇଁ ତହସିଲ ଅଫିସ ଆସି ନିଆଁ ଲଗାଇଥିବା ସୂଚନା ।

ମେ’ ପହିଲାରୁ ରାଜ୍ୟରେ ଓବିସି ସର୍ଭେ
ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login